ଅନୁଗୋଳ: କଣିହାଁ ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ଜିଲ୍ଲା ବିଜେପି ସଭାପତିଙ୍କୁ ଜାମିନ

ଅନୁଗୋଳ: କଣିହାଁ ବିଡ଼ିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଗିରଫ ଜିଲ୍ଲା ବିଜେପି ସଭାପତି ଅଶୋକ କୁମାର ମହାନ୍ତିଙ୍କୁ ଜାମିନ ମିଳିଛି। ଆଜି ଅଶୋକଙ୍କୁ ନାଲକୋ ସ୍ଥିତ ତାଙ୍କ ବାସଭବନରୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଚାଷୀ ମୃତ୍ୟୁ ଓ ମରୁଡ଼ି ସ୍ଥିତି ନେଇ ଜିଲ୍ଲା ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଗତ ୨ ତାରିଖରେ ବିଜେପିର କର୍ମକର୍ତ୍ତା ଓ ଚାଷୀ କଣିହାଁ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏହି ସମୟରେ ବିଡ଼ିଓ ଶେଷଦେବ ମିଶ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ […]

bjp

bjp

Rakesh Mallick
  • Published: Friday, 20 November 2015
  • Updated: 20 November 2015, 10:07 AM IST

Sports

Latest News

ଅନୁଗୋଳ: କଣିହାଁ ବିଡ଼ିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଗିରଫ ଜିଲ୍ଲା ବିଜେପି ସଭାପତି ଅଶୋକ କୁମାର ମହାନ୍ତିଙ୍କୁ ଜାମିନ ମିଳିଛି। ଆଜି ଅଶୋକଙ୍କୁ ନାଲକୋ ସ୍ଥିତ ତାଙ୍କ ବାସଭବନରୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।

ଚାଷୀ ମୃତ୍ୟୁ ଓ ମରୁଡ଼ି ସ୍ଥିତି ନେଇ ଜିଲ୍ଲା ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଗତ ୨ ତାରିଖରେ ବିଜେପିର କର୍ମକର୍ତ୍ତା ଓ ଚାଷୀ କଣିହାଁ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏହି ସମୟରେ ବିଡ଼ିଓ ଶେଷଦେବ ମିଶ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ସହ ତାଲା ପକାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ବିଡ଼ିଓ ଥାନାରେ ଏକ ଏତଲା ଦାୟାର କରିଥିଲେ।

ଗିରଫ ବିଜେଡି ଜିଲ୍ଲା ସଭାପତି ଅଶୋକ କହିଥିଲେ, ଏହା ବିଜେଡିର ଷଡଯନ୍ତ୍ର। ଜିଲ୍ଲାରେ ଗରିବଙ୍କ ବଦଳରେ ବହୁ ସ୍ଥାନରେ ଧନୀ ଲୋକଙ୍କୁ ରାସନ କାର୍ଡ ଦିଆଯାଇଛି। ଏହାକୁ ନେଇ ଜିଲ୍ଲାରେ ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ୨ତାରିଖ କଣିହାଁ ବ୍ଲକରେ ପ୍ରତିବାଦ ବେଳେ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ମାତ୍ର ପାଲଲହଡା ବିଧାୟକ ମହେଶ ସାହୁଙ୍କ ଚାପରେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି। ମରୁଡି ଓ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗକୁ ଏହି ଆନ୍ଦୋଳନ ଜାରି ରହିବ। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ କହିଛନ୍ତି, ସରକାର ଚାଷୀ ମୃତ୍ୟୁକୁ ନେଇ ବିଚଳିତ ହୋଇଯାଇଛନ୍ତି। ବିଧାୟକଙ୍କ ଚାପରେ ରାତିଅଧିଆ ଅଶୋକଙ୍କୁ ଗିରଫ କରାଯାଇଛି। ଜିଲ୍ଲା ବିଜେପି ସଂଗଠନ ଏହାକୁ ନିନ୍ଦା କରୁଛି। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story