ଏପ୍ରିଲ ୧ରୁ ରମେଶଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବ ଆସିକା ପୋଲିସ

ବ୍ରହ୍ମପୁର: ଟେଣ୍ଡର ଫିକ୍ସିଂ ମାମଲାରେ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଆସିକା ପୋଲିସ ଦୁଇ ଦିନିଆ ରିମାଣ୍ଡରେ ନେବ। ଏଥିପାଇଁ ଆସିକା ଜେଏମ୍‌ଏଫସି କୋର୍ଟ ଆଜି ଅନୁମତି ଦେଇଛନ୍ତି। ତାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିଲା। ୩୧ ତାରିଖରେ ରମେଶଙ୍କୁ ବ୍ରହ୍ମପୁର ଜେଲରୁ ଆସିକା ଅଣାଯିବ। ଏପ୍ରିଲ ୧ ଓ ୨ ତାରିଖରେ ତାଙ୍କୁ ରିମାଣ୍ଡରେ ଆସିକା ପୋଲିସ ନେବ। ରମେଶଙ୍କୁ ଦିଗପହଣ୍ଡି ଥାନା ମଳାଭଞ୍ଜ ପୂର୍ବତନ ସରପଞ୍ଚ ଶ୍ରୀନିବାସ ରଥଙ୍କ […]

ramesh jena

ramesh jena

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 05:17 PM IST

Sports

Latest News

ବ୍ରହ୍ମପୁର: ଟେଣ୍ଡର ଫିକ୍ସିଂ ମାମଲାରେ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଆସିକା ପୋଲିସ ଦୁଇ ଦିନିଆ ରିମାଣ୍ଡରେ ନେବ। ଏଥିପାଇଁ ଆସିକା ଜେଏମ୍‌ଏଫସି କୋର୍ଟ ଆଜି ଅନୁମତି ଦେଇଛନ୍ତି। ତାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିଲା। ୩୧ ତାରିଖରେ ରମେଶଙ୍କୁ ବ୍ରହ୍ମପୁର ଜେଲରୁ ଆସିକା ଅଣାଯିବ। ଏପ୍ରିଲ ୧ ଓ ୨ ତାରିଖରେ ତାଙ୍କୁ ରିମାଣ୍ଡରେ ଆସିକା ପୋଲିସ ନେବ।

ରମେଶଙ୍କୁ ଦିଗପହଣ୍ଡି ଥାନା ମଳାଭଞ୍ଜ ପୂର୍ବତନ ସରପଞ୍ଚ ଶ୍ରୀନିବାସ ରଥଙ୍କ ହତ୍ୟା ମାମଲାରେ ଆଜି ଦିଗପହଣ୍ଡି କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ତାଙ୍କୁ ୫ଦିନ ରିମାଣ୍ଡରେ ନେବା ଲାଗି କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story