ଗ୍ରୀଷ୍ମ ପ୍ରବାହ: ଏପ୍ରିଲ ୨୦ ଯାଏଁ ସମସ୍ତ ବିଦ୍ୟାଳୟ ଛୁଟି

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ସ୍ୱତନ୍ତ୍ର ଲିଫ କମିଶନର ଏହି ସୂଚନା ଦେଇଛନ୍ତି। ପରିସ୍ଥିତିକୁ ଦେଖି ୨୦ ତାରିଖ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ପରୀକ୍ଷା ଥିଲେ ସ୍କୁଲଗୁଡିକ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରିବାକୁ ଏସ୍‌ଆରସି କହିଛନ୍ତି।

school

school

Rakesh Mallick
  • Published: Monday, 11 April 2016
  • Updated: 11 April 2016, 06:00 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story