ନବନିର୍ବାଚିତ ପ୍ରତିନିଧିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବା ବିଜେଡି ଏବେ ରଣନୀତିରେ ପରିବର୍ତ୍ତନ କରିଛି। କେବଳ ବିଧାୟକ ନୁହଁନ୍ତି ତୃଣମୂଳସ୍ତରରେ ନବ ନିର୍ବାଚିତ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ କାର୍ଯ୍ୟାଳୟରେ ଏପ୍ରିଲ ଦୁଇ ତାରିଖରେ ଯାଜପୁର ଓ କୋରାପୁଟ ଜିଲ୍ଲାର ନବ ନିର୍ବାଚିତ ପ୍ରତିନିଧିଙ୍କୁ ଭେଟି ଗୁରୁମନ୍ତ୍ର ଦେବେ ନବୀନ। ସରକାରଙ୍କ ସଫଳ ଯୋଜନା କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଦଳ କିପରି ଅଧିକ ମଜଭୁତ ହେବ ସେନେଇ […]

naveen_patnaik

naveen_patnaik

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 09:57 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବା ବିଜେଡି ଏବେ ରଣନୀତିରେ ପରିବର୍ତ୍ତନ କରିଛି। କେବଳ ବିଧାୟକ ନୁହଁନ୍ତି ତୃଣମୂଳସ୍ତରରେ ନବ ନିର୍ବାଚିତ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ କାର୍ଯ୍ୟାଳୟରେ ଏପ୍ରିଲ ଦୁଇ ତାରିଖରେ ଯାଜପୁର ଓ କୋରାପୁଟ ଜିଲ୍ଲାର ନବ ନିର୍ବାଚିତ ପ୍ରତିନିଧିଙ୍କୁ ଭେଟି ଗୁରୁମନ୍ତ୍ର ଦେବେ ନବୀନ।

ସରକାରଙ୍କ ସଫଳ ଯୋଜନା କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଦଳ କିପରି ଅଧିକ ମଜଭୁତ ହେବ ସେନେଇ ମୁଖ୍ୟମନ୍ତ୍ରୀ  ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟାଙ୍କ ସହିତ ଆଲୋଚନା କରିବେ। ୨୦୧୯ ନିର୍ବାଚନକୁ ଆଖି ଆଗରେ ଦଳ ଏପରି କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି,“ପ୍ରଥମ ପର୍ଯାୟରେ ଯାଜପୁର ପରେ କୋରାପୁଟ୍‌ ଜିଲ୍ଲାର ନବ ନିର୍ବାଚିତ ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାର ନିର୍ବାଚତି ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story