ଆରବରେ ଫସିଥିବା ଦୁଇ ଓଡ଼ିଆ ଯୁବକଙ୍କ ମୁକ୍ତି ଲାଗି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉଦ୍ୟମ

ଭୁବନେଶ୍ୱର: ଆରବରେ ଫସିଥିବା ଦୁଇ ଓଡ଼ିଆ ଯୁବକଙ୍କ ମୁକ୍ତି ଲାଗି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉଦ୍ୟମ ଆରମ୍ଭ କରିଛନ୍ତି।  ଏ ନେଇ ସେଠାରେ ଥିବା ଭାରତୀୟ ଦୂତାବାସକୁ ସେ ଚିଠି ଲେଖିଛନ୍ତି। ଯାଜପୁର ବାଲିଚନ୍ଦ୍ରପୁରର ପବିତ୍ର ଜେନା ଓ କେନ୍ଦ୍ରାପଡ଼ର ଭଞ୍ଜକିଶୋର ସାହୁ, କେ.ଆର୍. ଶର୍ମା ନାମକ ଠିକା ସଂସ୍ଥା ଜରିଆରେ କାମ କରିବାକୁ ଆରବ ଯାଇଥିଲେ। ସର୍ତ୍ତ ଅନୁସାରେ ଭିସା ଅବଧି ସରିବା ପରେ ଠିକା ସଂସ୍ଥା ସେମାନଙ୍କୁ ଭାରତ ଫେରାଇ ଆଣିବା କଥା। ତେବେ ସେମାନଙ୍କ ଭିସା ଅବଧି ସରିବାର ୬ ମାସ ବିତି ଯାଇଥିଲେ ମଧ୍ୟ କୌଣସି କାରଣ ନ ଥାଇ ଉଭୟଙ୍କୁ ସେଠାରେ ଅଟକାଇ ରଖାଯାଇଥିବା ପବିତ୍ରଙ୍କ ବାପା, ବୈଜୟନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆହୁରି ପଢ଼ନ୍ତୁ

ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର

ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର!

ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭ ପିଲା, ଜଣେ ଫର୍ମ ଫିଲପ୍ କରି ପରୀକ୍ଷା ଦେଲେନି-ଜିରୋ ରେଜଲ୍ଟ

ଆରୋଗ୍ୟ ହେଲେ ୧୪୨୨ କରୋନା ଆକ୍ରାନ୍ତ

ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

ଆଳିପିଙ୍ଗଳ ଜେଲରେ ୨୧ ବନ୍ଦୀଙ୍କୁ କରୋନା

ଅଗଷ୍ଟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦୫ ଲୋକାଲ୍‌ କେସ

ସ୍ୱାଧୀନତା ଦିବସରେ ସ୍କୁଲକୁ ଆସିବେନି ଛାତ୍ରଛାତ୍ରୀ

ନିଜେ ଲିଭି ୬ ଜଣଙ୍କ ଜୀବନ ଦୀପ ଜଳାଇଥିଲେ, ସୂରଜଙ୍କ ନାଁରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ପିଇଓଙ୍କୁ ଅଟକ ରଖିଲେ ଲୋକ, ଗାଁରେ ପହଞ୍ଚିଲେ ବିଡିଓ

ବ୍ରହ୍ମପୁରରେ ୩୧% ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି: ଡାକ୍ତର ସଂଘମିତ୍ରା ପତି