ମରୁଡି ଓ ଚାଷୀ ଆତ୍ମହତ୍ୟା ଘଟଣା: ନବରଙ୍ଗପୁର ମଣ୍ଡେଇ ପାଳନକୁ କଂଗ୍ରେସର ବିରୋଧ

ନବରଙ୍ଗପୁର: ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଆୟୋଜନକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ମଣ୍ଡେଇର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାର ପାଳନକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ସମଗ୍ର ରାଜ୍ୟ ଓ ଜିଲ୍ଲାରେ ଚାଷୀ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏଭଳି ସମୟରେ ମଣ୍ଡେଇ ଉତ୍ସବ ପାଳନ କେତେ ଯୁକ୍ତିଯୁକ୍ତ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ପ୍ରଶାସନ ପକ୍ଷରୁ ଏହାକୁ ପାଳନ […]

cog-protest

cog-protest

Rakesh Mallick
  • Published: Sunday, 15 November 2015
  • Updated: 15 November 2015, 03:18 AM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଆୟୋଜନକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ମଣ୍ଡେଇର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାର ପାଳନକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ସମଗ୍ର ରାଜ୍ୟ ଓ ଜିଲ୍ଲାରେ ଚାଷୀ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏଭଳି ସମୟରେ ମଣ୍ଡେଇ ଉତ୍ସବ ପାଳନ କେତେ ଯୁକ୍ତିଯୁକ୍ତ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ପ୍ରଶାସନ ପକ୍ଷରୁ ଏହାକୁ ପାଳନ କରାଗଲେ ବିରୋଧ କରାଯିବ ବୋଲି  ଜିଲ୍ଲା କଂଗ୍ରେସ ସଭାପତି  ନାରାୟଣ ପାତ୍ର କହିଛନ୍ତି। ଆସନ୍ତାକାଲି ଏ ନେଇ ଜିଲ୍ଲାପାଳଙ୍କୁ ଦଳ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story