ଆରଆଇଙ୍କୁ ମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲାବ୍ୟାପୀ ଆରଆଇଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ତହସିଲ ଅଫିସରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଶରଣ କୁମାର ଦାସଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଆରଆଇ ଅମିନ ସଂଘ ଜିଲ୍ଲାବ୍ୟାପୀ କାମ ବନ୍ଦ ଡାକରା ଦେଇଛି। କର୍ମଚାରୀମାନେ କାମ ବନ୍ଦ କରି ତହସିଲ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଫଳରେ ଜିଲ୍ଲାରେ ସରକାରୀ କାମ ବାଧାପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଆନନ୍ଦପୁର ତହସିଲ ଅଫିସରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଶରଣ […]

anadapur

anadapur

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 09:00 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ତହସିଲ ଅଫିସରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଶରଣ କୁମାର ଦାସଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଆରଆଇ ଅମିନ ସଂଘ ଜିଲ୍ଲାବ୍ୟାପୀ କାମ ବନ୍ଦ ଡାକରା ଦେଇଛି। କର୍ମଚାରୀମାନେ କାମ ବନ୍ଦ କରି ତହସିଲ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଫଳରେ ଜିଲ୍ଲାରେ ସରକାରୀ କାମ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଆନନ୍ଦପୁର ତହସିଲ ଅଫିସରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଶରଣ କୁମାର ଦାସ ବାଲି ଚୋରା ଚାଲାଣ ହେଉଥିବା ଖବରପାଇ ନଦୀ ଘାଟକୁ ଯାଇଥିଲେ।ସେଠାରେ ଉପସ୍ଥିତ ଥିବା ବାଲି ମାଫିଆମାନେ ତାଙ୍କୁ ଟ୍ରାକଟରେ ବାନ୍ଧି ମାଡ଼ମାରିବା ସହ ଗାଡ଼ିରେ ମଡାଇ ମାରି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସେଠାରୁ ମୁକୁଳିଆସି ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ୫ ଜଣ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏମାନଙ୍କ ମଧ୍ୟରୁ  ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆରଆଇ ଅମିନ ସଂଘ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story