ଭଣଜାକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମାମୁର ଜୀବନ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ମୋ ଜୀବନ ପଛେ ଚାଲିଯାଉ, କିନ୍ତୁ ମୋ ଭଣଜା ଜୀବନ ବଞ୍ଚିଯାଉ। ଏପରି ଭାବି ଭଣଜାକୁ ବଞ୍ଚାଇବାକୁ ଆଗେଇ ଆସିଲେ ମାମୁ। ଦୁର୍ବୃତ୍ତମାନେ ଛୁରୀ ଭୁସି ମାମୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଶକ୍ତି ନଗର ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈଦ୍ୟନାଥ ଶର୍ମା। ଗତକାଲି ରାତିରେ ଘର ବାହାରେ  ଭଣଜାଙ୍କୁ କିଛି ଯୁବକ ଆକ୍ରମଣ କରୁଥିଲେ। ବୈଦ୍ୟନାଥ ଏହା ଦେଖି […]

Knife-attack

Knife-attack

Tapaswini Nayak
  • Published: Monday, 12 September 2022
  • Updated: 12 September 2022, 01:24 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ମୋ ଜୀବନ ପଛେ ଚାଲିଯାଉ, କିନ୍ତୁ ମୋ ଭଣଜା ଜୀବନ ବଞ୍ଚିଯାଉ। ଏପରି ଭାବି ଭଣଜାକୁ ବଞ୍ଚାଇବାକୁ ଆଗେଇ ଆସିଲେ ମାମୁ। ଦୁର୍ବୃତ୍ତମାନେ ଛୁରୀ ଭୁସି ମାମୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଶକ୍ତି ନଗର ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈଦ୍ୟନାଥ ଶର୍ମା।

ଗତକାଲି ରାତିରେ ଘର ବାହାରେ  ଭଣଜାଙ୍କୁ କିଛି ଯୁବକ ଆକ୍ରମଣ କରୁଥିଲେ। ବୈଦ୍ୟନାଥ ଏହା ଦେଖି ଦୌଡ଼ି ଆସି  ଛଡ଼ାଛଡ଼ି କରିଥିଲେ। ଏହି ସମୟରେ ଜଣେ ଯୁବକ ବୈଦ୍ୟନାଥଙ୍କ ଛାତିକୁ ଛୁରୀ ଭୁସି ଦେଇଥିଲା। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୈଦ୍ୟନାଥଙ୍କର ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ବୁର୍ଲା ଥାନା ପୁଲିସ ଏହି ଘଟଣାରେ ୩ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି  ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story