ଶରଧାବାଲିରେ ସେନା ମୁଖ୍ୟ: କହିଲେ- ମାଗିଲେ ମିଳେନି, କର୍ମ ହେଉଛି ଶ୍ରେଷ୍ଠ

ପୁରୀ (ଓଡ଼ିଶା ରିପୋର୍ଟର): ମାଗିଲେ ମିଳେନି, ନିଜ କର୍ତ୍ତବ୍ୟ ଠିକ୍‌ଭାବେ ସମ୍ପାଦନ କଲେ ସଫଳତା ମିଳିଥାଏ। କର୍ତ୍ତବ୍ୟ କରିବା ପାଇଁ କେବଳ ଭଗବାନଙ୍କ ଆର୍ଶୀବାଦ ଦରକାର। ଓଡ଼ିଶା ଗସ୍ତରେ ଆସି ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପରେ ଏହା କହିଛନ୍ତି ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ଗୋପାଳପୁର ଡିଫେନ୍ସ କଲେଜ ପରିଦର୍ଶନରେ ଆସିଥିବା ଜେନେରାଲ ରାୱତଙ୍କ ହେଲିକପ୍ଟର ପୁରୀ ତାଳବଣୀଆ ହେଟ୍‌ପେଟ୍‌ରେ ଅବତରଣ କରିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ […]

armi-chief-bipin-rawat-in-puri

armi-chief-bipin-rawat-in-puri

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 06:01 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମାଗିଲେ ମିଳେନି, ନିଜ କର୍ତ୍ତବ୍ୟ ଠିକ୍‌ଭାବେ ସମ୍ପାଦନ କଲେ ସଫଳତା ମିଳିଥାଏ। କର୍ତ୍ତବ୍ୟ କରିବା ପାଇଁ କେବଳ ଭଗବାନଙ୍କ ଆର୍ଶୀବାଦ ଦରକାର। ଓଡ଼ିଶା ଗସ୍ତରେ ଆସି ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପରେ ଏହା କହିଛନ୍ତି ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ।

ଗୋପାଳପୁର ଡିଫେନ୍ସ କଲେଜ ପରିଦର୍ଶନରେ ଆସିଥିବା ଜେନେରାଲ ରାୱତଙ୍କ ହେଲିକପ୍ଟର ପୁରୀ ତାଳବଣୀଆ ହେଟ୍‌ପେଟ୍‌ରେ ଅବତରଣ କରିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ଜେନେରାଲ ରାୱତ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ। ମନ୍ଦିର ଭିତରେ ପାଖାପାଖି ୨୦ ମିନିଟ୍‌  ଅତିବାହିତ କରିଥିଲେ। ପ୍ରଭୁଙ୍କୁ ଦର୍ଶନ କରିବା ସହିତ ଯବାନ ଓ ଯବାନଙ୍କ ପରିବାରର ଶୁଖ ମନାସିଥିଲେ ଜେନେରାଲ ରାୱତ।

ସେ କହିଛନ୍ତି-“ନିଜ ପରିବାର, ସୁରକ୍ଷା ଦାୟିତ୍ୱରେ ଥିବା ସେନା ଓ ତାଙ୍କ ପରିବାର ପାଇଁ ଆଶିଷ ମାଗିଛି। ସବୁଠି ଶୁଖ ଓ ଶାନ୍ତି ବଜାୟ ରହୁ। ଆମ ଯବାନମାନେ ଉତ୍ସାହର ସହ ନିଜର କର୍ତ୍ତବ୍ୟ କରନ୍ତୁ। ଯେତେବେଳେ ଆମେ ମନ୍ଦିର ଯାଉ ସବୁବେଳେ ଧର୍ମର ବିଜୟ ହେଉ ଓ ଅଧର୍ମର ନାସ ହେଉ ମାଗିଥାଉଁ। ଆଜି ଏହି ମିନତୀ ପ୍ରଭୁ ଜଗନ୍ନାଥଙ୍କ ପାଖରେ କରିଛି।”

ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ ସ୍ଥଳ ସେନାଧ୍ୟକ୍ଷ ବିପିନ ରାୱତ। କୋଣାର୍କରେ ପହଞ୍ଚିବା ପରେ ସ୍ଥାନୟୀ ପ୍ରଶାସନ, ପର୍ଯ୍ୟଟନ ଓ ଏନ୍ଏସି କର୍ତ୍ତୃପକ୍ଷ ତାଙ୍କୁ ସ୍ୱାଗତ କରିଥିଲେ। ସେ ୩୦ ମିନିଟ ଧରି କୋଣାର୍କ ମନ୍ଦିର ବୁଲି ଦେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story