ମହୁଲ ତୋଳାକୁ ନେଇ ତୀରମାଡ଼

ଆନନ୍ଦପୁର(ମୁନା ସିଂହ): ମହୁଲ ତୋଳାକୁ ନେଇ ଜଣେ ବ୍ୟକ୍ତିଙ୍କୁ ତୀରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଝାଟିକିଟିଆରେ ଗାଁରେ। ଆହତ ବ୍ୟକ୍ତି ଜଣଙ୍କ କାଠିଆ ମଡ଼େଇ। ତୀରଟି କାଠିଆଙ୍କ ଜଙ୍ଘରେ ଫୁଟି ରହିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। କାଠିଆଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ କାଠିଆ ମହୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଅଭିମନ୍ୟୁ ଦାସ ସେଠାରେ ପହଞ୍ଚି କାଠିଆଙ୍କୁ […]

Anadapur

Anadapur

Tapaswini Nayak
  • Published: Wednesday, 30 March 2022
  • Updated: 30 March 2022, 10:59 AM IST

Sports

Latest News

ଆନନ୍ଦପୁର(ମୁନା ସିଂହ): ମହୁଲ ତୋଳାକୁ ନେଇ ଜଣେ ବ୍ୟକ୍ତିଙ୍କୁ ତୀରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଝାଟିକିଟିଆରେ ଗାଁରେ। ଆହତ ବ୍ୟକ୍ତି ଜଣଙ୍କ କାଠିଆ ମଡ଼େଇ। ତୀରଟି କାଠିଆଙ୍କ ଜଙ୍ଘରେ ଫୁଟି ରହିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। କାଠିଆଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ କାଠିଆ ମହୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଅଭିମନ୍ୟୁ ଦାସ ସେଠାରେ ପହଞ୍ଚି କାଠିଆଙ୍କୁ ବିରୋଧ କରିଥିଲେ।  ମହୁଲ ତୋଳିବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା।  ପରେ ଅଭିମନ୍ୟୁ କାଠିଆଙ୍କୁ  ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବାରୁ ଅଭିମନ୍ୟୁ ତାଙ୍କୁ ତୀର ମାରିଥିଲା। ତୀରଟି କାଠିଆଙ୍କ ବାମ ଗୋଡ଼ରେ ବାଜିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ  ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କାଠିଆଙ୍କୁ  କଟକ ସ୍ଥାନାନ୍ତର କରାଯାଇଛି।

ଏହାସହ କାଠିଆଙ୍କ ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିବା ଜଣାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story