ସର୍ଦ୍ଦାର ରାଜା ମେଡିକାଲ କଲେଜ ପ୍ରସଙ୍ଗ: ଭବାନୀପାଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ

ଭବାନୀପାଟଣା: ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିବାକୁ ଆଜି ଭବାନୀପାଟଣା ଯାଇଥିଲେ ଆଇନ୍ ଓ ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ। ସେଠାରେ ସେ ପଦଯାତ୍ରାରେ ସାମିଲ ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ତାଙ୍କୁ କଳାପତାକା ଦେଖାଇ ଦେଇଥିଲେ। ଜାରିଙ୍ଗସ୍ଥିତ ସର୍ଦ୍ଦାର ରାଜା ମେଡିକାଲ୍ କଲେଜ ପ୍ରସଙ୍ଗରେ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ଥିଲେ। ଅନିଶ୍ଚିତତା ମଧ୍ୟରେ ରହିଥିବା ଏହି ମେଡିକାଲ କଲେଜକୁ ସରକାର ନିଜ ହାତକୁ ନିଅନ୍ତୁ ବୋଲି କଳାହାଣ୍ଡି ଲୋକେ ଦାବି କରିଥିଲେ। ତେବେ […]

arunshau

arunshau

Rakesh Mallick
  • Published: Friday, 02 October 2015
  • Updated: 02 October 2015, 10:51 AM IST

ଭବାନୀପାଟଣା: ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିବାକୁ ଆଜି ଭବାନୀପାଟଣା ଯାଇଥିଲେ ଆଇନ୍ ଓ ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ। ସେଠାରେ ସେ ପଦଯାତ୍ରାରେ ସାମିଲ ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ତାଙ୍କୁ କଳାପତାକା ଦେଖାଇ ଦେଇଥିଲେ। ଜାରିଙ୍ଗସ୍ଥିତ ସର୍ଦ୍ଦାର ରାଜା ମେଡିକାଲ୍ କଲେଜ ପ୍ରସଙ୍ଗରେ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ଥିଲେ। ଅନିଶ୍ଚିତତା ମଧ୍ୟରେ ରହିଥିବା ଏହି ମେଡିକାଲ କଲେଜକୁ ସରକାର ନିଜ ହାତକୁ ନିଅନ୍ତୁ ବୋଲି କଳାହାଣ୍ଡି ଲୋକେ ଦାବି କରିଥିଲେ। ତେବେ ଗତ ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ସରକାର କଲେଜଟିକୁ ନିଜ ଅଧୀନକୁ ନେବା ପାଇଁ ନିଷ୍ପତ୍ତି କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ତା’ବଦଳରେ ସରକାର ଏହି ମେଡିକାଲ କଲେଜଟିର ପରିଚାଳନା ଦାୟିତ୍ୱ ଆଉ ଏକ ଘରୋଇ ସଂସ୍ଥାକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତା’ସହିତ ବର୍ତ୍ତମାନ ପାଇଁ ଏହି ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ୍ କଲେଜରେ ପାଠପଢ଼ିବା ପାଇଁ ବ୍ୟବସ୍ଥା କରାଯିବ।

ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଗୋବର୍ଦ୍ଧନ ଦାସ କହିଛନ୍ତି ଯେ ସରକାର କଳାହାଣ୍ଡିବାସୀଙ୍କୁ ଧୋକା ଦେଇଛନ୍ତି। ସର୍ଦ୍ଦାର ରାଜା ମେଡିକାଲ୍ କଲେଜକୁ ନିଜ ଅଧୀନକୁ ନେଇ ନାହାନ୍ତି। ଗୋଟିଏ ଘରୋଇ ସଂସ୍ଥାକୁ ଦେଇଥିଲେ। ଏବେ ଆଉ ଏକ ଘରୋଇ ସଂସ୍ଥାକୁ ଦେବେ ବୋଲି କହିଛନ୍ତି। ଏହାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କୁ କଳାପତାକା ଦେଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story