ନାବାଳିକାକୁ ଅସଦାଚରଣ ଅଭିଯୋଗ; ଯୁବକଙ୍କୁ ମାଡ଼ ମାରି ଉଲଗ୍ନ କରି ରାସ୍ତାରେ ଚଲାଇଲେ

ବାଲେଶ୍ୱର: ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସିପାଲିଟିର ଭୈରବପୁର ନିକଟରେ ଆଜି ଜଣେ ୧୨ ବର୍ଷର ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଲୋକେ ଗୁଡ଼ୁ ଗାଁର ବିଜୟ ଦାସଙ୍କୁ ମାଡ଼ ମାରିବା ସହିତ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ। ତା’ପରେ ସେମାନେ ତାଙ୍କୁ ପୋଲିସ୍ ଜିମାରେ ଦେଇଥିଲେ। ପୋଲିସ୍ ଏକ ମାମଲା ରୁଜୁ କରି ବିଜୟଙ୍କୁ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଚୂଡ଼ାମଣୀ ଗାଁର ଦୁଇ ଭଉଣୀ ମିରଗାଁରୁ […]

jubaka

jubaka

Rakesh Mallick
  • Published: Thursday, 19 May 2016
  • Updated: 20 May 2016, 01:33 AM IST

Sports

Latest News

jubakaବାଲେଶ୍ୱର: ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସିପାଲିଟିର ଭୈରବପୁର ନିକଟରେ ଆଜି ଜଣେ ୧୨ ବର୍ଷର ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଲୋକେ ଗୁଡ଼ୁ ଗାଁର ବିଜୟ ଦାସଙ୍କୁ ମାଡ଼ ମାରିବା ସହିତ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ। ତା’ପରେ ସେମାନେ ତାଙ୍କୁ ପୋଲିସ୍ ଜିମାରେ ଦେଇଥିଲେ। ପୋଲିସ୍ ଏକ ମାମଲା ରୁଜୁ କରି ବିଜୟଙ୍କୁ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଚୂଡ଼ାମଣୀ ଗାଁର ଦୁଇ ଭଉଣୀ ମିରଗାଁରୁ ସେମାନଙ୍କ ମାମୁଁଙ୍କ ଗାଁରୁ ଫେରୁ ଥିବାବେଳେ ବିଜୟ ଉଭୟଙ୍କୁ ଭୈରବପୁର ପୋଲ ନିକଟରେ ଅଟକାଇ ବଡ଼ଭଉଣୀକୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ତେବେ ଦୁଇ ଭଉଣୀ ବଡ଼ ପାଟି କରିବାରୁ ଆଖପାଖରେ ଥିବା ଲୋକମାନେ ସେଠାରେ ପହଞ୍ଚି ବିଜୟକୁ ନିସ୍ତୁକ ମାଡ଼ ମାରିବା ସହିତ ଉଲଗ୍ନ କରି ବାସୁଦେବପୁର ବଜାର ପର୍ଯ୍ୟନ୍ତ ଚଲାଇ ଚଲାଇ ଆଣିଥିଲେ। ଶେଷରେ ତାଙ୍କୁ ବାସୁଦେବପୁର ଥାନାରେ ଜିମା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story