ଆସନ୍ତାବର୍ଷରୁ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୪ଟି ଏୟାରଷ୍ଟ୍ରିପ

ଭୁବନେଶ୍ୱର: ରାଜ୍ୟରେ ଥିବା ୪ଟି ଏୟାରଷ୍ଟ୍ରିପକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏହି ଏୟାରଷ୍ଟ୍ରିପ ଗୁଡିକ ହେଲା ପଦ୍ମପୁର, ଜୟପୁର, ବାରିପଦା, ରଙ୍ଗେଇଲୁଣ୍ଡା। ଏହି ଏୟାରଷ୍ଟିପଗୁଡିକର ରନୱେର ସମ୍ପ୍ରସାରଣ କରାଯିବା ସହ ବର୍ଷକ ଭିତରେ ଏହା କାର୍ଯ୍ୟକ୍ଷମ କରିବା ଲାଗି ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ରାଉରକେଲା, ଝାରସୁଗୁଡା, ଲାଞ୍ଜିଗଡ଼ ଓ ଅନୁଗୁଳ ଏୟାରଷ୍ଟ୍ରିପର ରନୱେକୁ ୫ହଜାର ଫୁଟକୁ ବୃଦ୍ଧି କରିବା ପାଇଁ କାମ ଚାଲିଛି। ଏହାଦ୍ୱାରା ସେଠାରେ ବଡ […]

5 air stripe in odisha

5 air stripe in odisha

Rakesh Mallick
  • Published: Friday, 20 November 2015
  • Updated: 20 November 2015, 01:14 PM IST

Sports

Latest News

5 air stripe in odishaଭୁବନେଶ୍ୱର: ରାଜ୍ୟରେ ଥିବା ୪ଟି ଏୟାରଷ୍ଟ୍ରିପକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏହି ଏୟାରଷ୍ଟ୍ରିପ ଗୁଡିକ ହେଲା ପଦ୍ମପୁର, ଜୟପୁର, ବାରିପଦା, ରଙ୍ଗେଇଲୁଣ୍ଡା। ଏହି ଏୟାରଷ୍ଟିପଗୁଡିକର ରନୱେର ସମ୍ପ୍ରସାରଣ କରାଯିବା ସହ ବର୍ଷକ ଭିତରେ ଏହା କାର୍ଯ୍ୟକ୍ଷମ କରିବା ଲାଗି ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ରାଉରକେଲା, ଝାରସୁଗୁଡା, ଲାଞ୍ଜିଗଡ଼ ଓ ଅନୁଗୁଳ ଏୟାରଷ୍ଟ୍ରିପର ରନୱେକୁ ୫ହଜାର ଫୁଟକୁ ବୃଦ୍ଧି କରିବା ପାଇଁ କାମ ଚାଲିଛି। ଏହାଦ୍ୱାରା ସେଠାରେ ବଡ ବଡ଼ ବିମାନ ଅବତରଣ କରିପାରିବ। ରାଜ୍ୟରେ ବର୍ତ୍ତମାନ ୨୮ଟି ଏୟାରଷ୍ଟ୍ରିପ ରହିଛି। ସେଥିରୁ ୧୨ଟି ସରକାରଙ୍କ ନିୟନ୍ତ୍ରଣାଧୀନ ଥିବାବେଳେ ଅନ୍ୟଗୁଡିକ ବିଭିନ୍ନ ସଂସ୍ଥାଙ୍କ ନିୟନ୍ତ୍ରଣରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story