ଅଶାନ୍ତ ଭଦ୍ରକରେ କର୍ଫ୍ୟୁ

ଭଦ୍ରକ: କିଛି ସମୟର ନୀରବତା ପରେ ପୁଣି ଭଦ୍ରକରେ ଆଶାନ୍ତିର ବାତାବରଣ। ଶାନ୍ତି କମିଟି ବୈଠକ ବିଫଳ ହେବା ପରେ ସହରରେ ପୁଣି ଦେଖାଦେଇଛି ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ପୋଲିସ୍‌ ଗାଡି ଭଙ୍ଗାରୁଜା କରିଛନ୍ତି। ଏପରିକି କିଛି ଦୋକାନରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ଲାଗି ୧୪୪ ଧାରା ଜାରି ରହିଥିବା ବେଳେ କର୍ଫ୍ୟୁ ଜାରି କରାଯାଇଛି। ସ୍ଥିତି ତଦାରଖ ପାଇଁ ଗୃହ ସଚିବ ଅସିତ ତ୍ରିପାଠୀ ଏବଂ ପୋଲିସ […]

bhadrak2

bhadrak2

Rakesh Mallick
  • Published: Friday, 07 April 2017
  • Updated: 07 April 2017, 08:10 PM IST

Sports

Latest News

ଭଦ୍ରକ: କିଛି ସମୟର ନୀରବତା ପରେ ପୁଣି ଭଦ୍ରକରେ ଆଶାନ୍ତିର ବାତାବରଣ। ଶାନ୍ତି କମିଟି ବୈଠକ ବିଫଳ ହେବା ପରେ ସହରରେ ପୁଣି ଦେଖାଦେଇଛି ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ପୋଲିସ୍‌ ଗାଡି ଭଙ୍ଗାରୁଜା କରିଛନ୍ତି। ଏପରିକି କିଛି ଦୋକାନରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ଲାଗି ୧୪୪ ଧାରା ଜାରି ରହିଥିବା ବେଳେ କର୍ଫ୍ୟୁ ଜାରି କରାଯାଇଛି।

ସ୍ଥିତି ତଦାରଖ ପାଇଁ ଗୃହ ସଚିବ ଅସିତ ତ୍ରିପାଠୀ ଏବଂ ପୋଲିସ ଡିଜି କେବି ସିଂହ ଭଦ୍ରକ ଯାଇଛନ୍ତି। ସହରର ଗଳିକନ୍ଦିରେ ପୋଲିସ ପଇଁତରା ମାରୁଛି। ପାଖାପାଖି ୧୫ ପ୍ଲାଟୁନ ପୋଲିସ୍‌ ସହରରେ ମୁତୟନ ହୋଇଛନ୍ତି।

ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାପାଳଙ୍କୁ ପରିବର୍ତ୍ତନ କରାଯାଇଛି। ଜ୍ଞାନରଞ୍ଜନ ଦାସଙ୍କୁ ଭଦ୍ରକର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ତାଙ୍କୁ କାର୍ଯ୍ୟ ସ୍ଥଳରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ଗତକାଲି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ସେନା ପକ୍ଷରୁ ଭଦ୍ରକ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶହଶହ କର୍ମୀ ମୁଖ୍ୟରାସ୍ତା ଅବରୋଧ କରି ଟାୟାର ଜାଳିଥିଲେ।

ଭଦ୍ରକ ସହରର ସ୍ଥିତିକୁ ଆଖି ଆଗରେ ରଖଇ ଧାମନଗରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story