ଦୁଇଦିନର ବିରତି ପରେ ଆସନ୍ତାକାଲି ଆରମ୍ଭ ହେବ ବଜେଟ୍‌ ଅଧିବେଶନ

ଭୁବନେଶ୍ୱର: ଦୁଇଦିନର ବିରତି ପରେ ଆସନ୍ତାକାଲି ବିଧାନସଭା ଆରମ୍ଭ ହେବ। ତେବେ ଏହା ସ୍ୱାଭାବିକ ଭାବେ ଚାଲିବ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଚିଟ୍‌ଫଣ୍ଡ ଦୁର୍ନୀତି, ବିଜେଡି ଆକାଉଣ୍ଟ ଓ ଅନୁସୂଚିତ ଜାତି ଓ ଜନଜାତି ବିଧାୟକଙ୍କ ଧାରଣା ଯୋଗୁଁ ୧୦ ଦିନରୁ ଅଧିକ ହେବ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି। ଶାସକ ଦଳ ଗୃହ ଚଳାଇ ଦେଉ ନ ଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଥିବା ବେଳେ ଶାସକ ଦଳ […]

assembly

assembly

Rakesh Mallick
  • Published: Sunday, 15 May 2016
  • Updated: 16 May 2016, 02:25 AM IST

ଭୁବନେଶ୍ୱର: ଦୁଇଦିନର ବିରତି ପରେ ଆସନ୍ତାକାଲି ବିଧାନସଭା ଆରମ୍ଭ ହେବ। ତେବେ ଏହା ସ୍ୱାଭାବିକ ଭାବେ ଚାଲିବ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଚିଟ୍‌ଫଣ୍ଡ ଦୁର୍ନୀତି, ବିଜେଡି ଆକାଉଣ୍ଟ ଓ ଅନୁସୂଚିତ ଜାତି ଓ ଜନଜାତି ବିଧାୟକଙ୍କ ଧାରଣା ଯୋଗୁଁ ୧୦ ଦିନରୁ ଅଧିକ ହେବ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି।

ଶାସକ ଦଳ ଗୃହ ଚଳାଇ ଦେଉ ନ ଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଥିବା ବେଳେ ଶାସକ ଦଳ ବିରୋଧୀଙ୍କୁ ଦାୟୀ କରିଛି।

ଚଳିତ ଅଧିବେଶନରେ ଓଡ଼ିଶା ପଞ୍ଚାୟତ ସଂଶୋଧନ ବିଧେୟକ-୨୦୧୬ ପାରିତ ପାଇଁ ଶାସକ ଦଳ ଚାହୁଁଛନ୍ତି। ତେଣୁ ଆସନ୍ତାକାଲି ଏହି ବିଲ୍‌ ପାରିତ ହେବାର ଆଶା ରହିଛି। ଏହାପରେ ବଜେଟ୍‌ ଅଧିବେସନକୁ ଆଗକୁ ବନ୍ଦ କରି ଦିଆଯିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story