ଆସନ୍ତାକାଲି ବାଲେଶ୍ୱର ଆସିବେ ମୋଦି

ଭୁବନେଶ୍ୱର: ବିଜେପିର ବିକାଶ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାଲେଶ୍ୱର ଆସୁଛନ୍ତି। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ମୋଦିଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେପି ପୁରା ଦମ୍‌ ଲଗାଇ ଦେଇଥିବା ବେଳେ ବ୍ଲ୍ୟୁ-ବୁକ୍‌ ଅନୁଯାୟୀ ସୁରକ୍ଷାର ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆଜି ପୋଲିସ ଡିଜି କେ.ବି. ସିଂହ ବାଲେଶ୍ୱର ଯାଇ ସୁରକ୍ଷା ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବାଲେଶ୍ୱରରେ ଛାଇ ହୋଇଯାଇଛି ପୋଷ୍ଟର, ବ୍ୟାନ, ହୋର୍ଡିଂ। ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ପ୍ରଧାନମନ୍ତ୍ରୀ ଏମ୍‌ସ ପଡ଼ିଆରେ ପହଞ୍ଚିବେ।

ଆହୁରି ପଢ଼ନ୍ତୁ

ଅଫିସ୍‌ ଯିବାକୁ ପଡ଼ିବନି, କ୍ଲିକ୍‌ କଲେ ହୋଇଯିବ କାମ

ବୃଦ୍ଧାଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ

ମାଗିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହିସାବ: କାମ ଯୋଗାଇଦେବେ ନା, କେବଳ ପ୍ରଚାର

ଘରୋଇ ଲ୍ୟାବ୍‌ରେ ହେବ ଆଣ୍ଟିଜେନ୍‌ ଟେଷ୍ଟ, ଦାମ କେତେ ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରୁ ଘରକୁ ଫେରିଲେ ନୀଳଗିରି ବିଧାୟକ

ଗରିବଙ୍କ ‘ଆବାସ’ ଆବେଦନ ପତ୍ରକୁ ପୋଡ଼ି ଦିଆଯାଉଛି: ବିଜେପି

ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଘର ମାଲିକଙ୍କୁ ଜେରା

ଅଗଷ୍ଟ ୧୪ ପର୍ଯ୍ୟନ୍ତ ବଢ଼ିଲା ଆଡମିଶନ ତାରିଖ

ଗଞ୍ଜାମ ସ୍ଥିତି ସଙ୍ଗିନ୍‌: ବ୍ରହ୍ମପୁର ସୀମା ସିଲ୍‌, ୭ ଏନ୍‌ଏସି ଶଟ୍‌ଡାଉନ୍‌

ଏସ୍‌ସିବିରେ ପ୍ଲାଜମା ଥେରାପି ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକରେ ଆରମ୍ଭ ହେଲା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ

ଲାଞ୍ଚ ନେଇ ଧରା ପଡିଲେ କନିଷ୍ଠ ଯନ୍ତ୍ରୀ