କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଆକ୍ରମଣ ପ୍ରତିବାଦରେ ଆସନ୍ତାକାଲି ରାଜଭବନ ସାମ୍ନାରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ଆସନ୍ତାକାଲି ବିଜେପି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ଗତକାଲି ଏକ ସାମ୍ୱାଦିକ ସମ୍ମିଳନୀରେ  ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଓ ଉପ-ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲା। ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ପାଇଁ ବିଜେଡି ଚକ୍ରାନ୍ତ କରିଥିବା ବିଜେପି ଅଭିଯୋଗ କରିଥିଲା। ଆଉ ସେହି ଅନୁସାରେ ତୃତୀୟ ମହଲାର ନିର୍ଦ୍ଦେଶରେ ପୋଲିସ୍‌ ପ୍ରଶାସନର ଢ଼ିଲା ପଣିଆ ଯୋଗୁଁ ଏଭଳି […]

bjp

bjp

Rakesh Mallick
  • Published: Sunday, 03 July 2016
  • Updated: 03 July 2016, 09:21 AM IST

Sports

Latest News

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ଆସନ୍ତାକାଲି ବିଜେପି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ଗତକାଲି ଏକ ସାମ୍ୱାଦିକ ସମ୍ମିଳନୀରେ  ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଓ ଉପ-ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲା। ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ପାଇଁ ବିଜେଡି ଚକ୍ରାନ୍ତ କରିଥିବା ବିଜେପି ଅଭିଯୋଗ କରିଥିଲା। ଆଉ ସେହି ଅନୁସାରେ ତୃତୀୟ ମହଲାର ନିର୍ଦ୍ଦେଶରେ ପୋଲିସ୍‌ ପ୍ରଶାସନର ଢ଼ିଲା ପଣିଆ ଯୋଗୁଁ ଏଭଳି ଘଟଣା ଘଟିଥିଲା। ଆରଡିସି ତଦନ୍ତ ଉପରେ ମଧ୍ୟ ବିଜେପି ପ୍ରଶ୍ନ କରିଛି।

ଗତ ୨୯ ତାରିଖରେ ବିଜେପି ବରଗଡ଼ ଘଟଣା ପ୍ରତିବାଦରେ ବ୍ଲକ୍ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story