ଆସନ୍ତାକାଲି ବାହୁଡ଼ା ଯାତ୍ରା

ପୁରୀ: ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ତିନିଠାକୁର। ଏହା ପୂର୍ବରୁ ଆଜି ଆଡପ ମଣ୍ଡପରେ ଚଳିତ ବର୍ଷ ଘୋଷଯାତ୍ରାରେ ଶେଷ ସନ୍ଧ୍ୟା ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି।ସନ୍ଧ୍ୟାଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଭକ୍ତମାନେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ବାଟେ ପ୍ରବେଶ କରି ପଶ୍ଚିମ ନାକଚଣା ଦ୍ୱାର ବାଟେ ପ୍ରସ୍ଥାନ କରିବେ। ସନ୍ଧ୍ୟା ଦର୍ଶନ ୭ଟା ପର୍ଯ୍ୟନ୍ତ […]

ratha---

ratha---

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 08:49 AM IST

Sports

Latest News

ପୁରୀ: ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ତିନିଠାକୁର। ଏହା ପୂର୍ବରୁ ଆଜି ଆଡପ ମଣ୍ଡପରେ ଚଳିତ ବର୍ଷ ଘୋଷଯାତ୍ରାରେ ଶେଷ ସନ୍ଧ୍ୟା ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି।ସନ୍ଧ୍ୟାଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଭକ୍ତମାନେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ବାଟେ ପ୍ରବେଶ କରି ପଶ୍ଚିମ ନାକଚଣା ଦ୍ୱାର ବାଟେ ପ୍ରସ୍ଥାନ କରିବେ। ସନ୍ଧ୍ୟା ଦର୍ଶନ ୭ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ  ବାହୁଡ଼ା ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ନୀତି ଥିବାରୁ ଭକ୍ତମାନେ ସହଯୋଗ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ବାହୁଡ଼ାଯାତ୍ରା ଲାଗି ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ଭଳି ଅନୁରୂପ ବ୍ୟବସ୍ଥା ହୋଇଛି। ପୁରୀରେ ୧୪୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ସହ ରଥକୁ ପୋଲିସ କର୍ଡନ ମଧ୍ୟରେ ରଖାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story