ଆସନ୍ତାକାଲି ହୀରାକୁଦ ଡ୍ୟାମରୁ ଛଡ଼ାଯିବ ଏବର୍ଷର ପ୍ରଥମ ବନ୍ୟାଜଳ 

ସମ୍ବଲପୁର:ଆସନ୍ତାକାଲି ଦିନ ୧୦ ଟାରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ହୀରାକୁଦ ଡ୍ୟାମରୁ ଚଳିତ ସିଜନର  ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ୭ଟି ଗେଟରେ ଏହି ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି  ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଧୀରେ ଧୀରେ ବଢୁଛି। ତେଣୁ ୬ରୁ ୧୦ଟି ଗେଟ୍‌ ଖୋଲାଯିବ।” ବନ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୋଳ, ବୌଦ୍ଧ, ନୟାଗଡ଼, କଟକ, ଫୁଲବାଣୀ, ଖୋର୍ଦ୍ଧା, […]

hirakuda

hirakuda

Rakesh Mallick
  • Published: Thursday, 04 August 2016
  • Updated: 05 August 2016, 08:21 AM IST

Sports

Latest News

ସମ୍ବଲପୁର:ଆସନ୍ତାକାଲି ଦିନ ୧୦ ଟାରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ହୀରାକୁଦ ଡ୍ୟାମରୁ ଚଳିତ ସିଜନର  ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ୭ଟି ଗେଟରେ ଏହି ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି  ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଧୀରେ ଧୀରେ ବଢୁଛି। ତେଣୁ ୬ରୁ ୧୦ଟି ଗେଟ୍‌ ଖୋଲାଯିବ।”

ବନ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୋଳ, ବୌଦ୍ଧ, ନୟାଗଡ଼, କଟକ, ଫୁଲବାଣୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳଙ୍କୁ  ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story