ଆସନ୍ତାକାଲି ଜର୍ମାନୀ ଯିବ କୁନି ଫୁଟବଲ ଖେଳାଳି ଚନ୍ଦନ

ଭୁବନେଶ୍ୱର: ଭୁବନେଶ୍ୱର ସବର ସାହିରୁ ଜର୍ମାନୀର ପ୍ରସିଦ୍ଧ ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ରେ ତାଲିମ ନେବା ପାଇଁ ମନୋନୀତ ହୋଇଥିବା କୁନି ଫୁଟ୍‌ବଲ୍‌ ଖେଳାଳି ଚନ୍ଦନ ନାୟକଙ୍କ ସ୍ୱପ୍ନ ସାକାର ହୋଇଛି। ଆସନ୍ତାକାଲି ସକାଳେ ସେ ଜର୍ମାନୀ ଅଭିମୁଖେ ଯାତ୍ରା କରିବେ। ଭିସା ମିଳିବା ପାଇଁ ଚନ୍ଦନ ଓ ତାଙ୍କ କୋଚ୍‌ ଜୟଦେବ ମହାପାତ୍ରଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ […]

chandan

chandan

Rakesh Mallick
  • Published: Tuesday, 23 August 2016
  • Updated: 24 August 2016, 07:40 AM IST

Sports

Latest News

chandanଭୁବନେଶ୍ୱର: ଭୁବନେଶ୍ୱର ସବର ସାହିରୁ ଜର୍ମାନୀର ପ୍ରସିଦ୍ଧ ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ରେ ତାଲିମ ନେବା ପାଇଁ ମନୋନୀତ ହୋଇଥିବା କୁନି ଫୁଟ୍‌ବଲ୍‌ ଖେଳାଳି ଚନ୍ଦନ ନାୟକଙ୍କ ସ୍ୱପ୍ନ ସାକାର ହୋଇଛି। ଆସନ୍ତାକାଲି ସକାଳେ ସେ ଜର୍ମାନୀ ଅଭିମୁଖେ ଯାତ୍ରା କରିବେ।

ଭିସା ମିଳିବା ପାଇଁ ଚନ୍ଦନ ଓ ତାଙ୍କ କୋଚ୍‌ ଜୟଦେବ ମହାପାତ୍ରଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ଚନ୍ଦନଙ୍କୁ ଭିସା ମିଳିଥିଲା।

ପୂର୍ବରୁ ଜନ୍ମ ପ୍ରମାଣପତ୍ର ନଥିବାରୁ ଚନ୍ଦନଙ୍କୁ ପାସ୍‌ପୋର୍ଟ ମିଳିନଥିଲା। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ହସ୍ତକ୍ଷେପ ପରେ ଜନ୍ମ ପ୍ରମାଣପତ୍ର ମିଳିବାରୁ ଚନ୍ଦନ ପାସ୍‌ପୋର୍ଟ ଆବେଦନ କରିଥିଲେ।

ଏ ସମ୍ପର୍କରେ ଚନ୍ଦନ କହିଛି, “ଜର୍ମାନୀରେ ଭଲ ଖେଳି ଓଡ଼ିଶାର ନାମ ରଖିବି”।

କୋଚ୍‌ ଜୟଦେବ କହିଛନ୍ତି, “ଚନ୍ଦନ ଭଲ ଖେଳି ନମ୍ୱର ୱାନ ସ୍ଥାନ ଅଧିକାର କରିଥିଲା। ସେ ସର୍ବ କନିଷ୍ଠ ଖଳାଳି ଭାବେ ମନୋନୀତ ହୋଇଥିଲା। ଜର୍ମାନୀରେ ନିଶ୍ଚିତ ସେ ଭଲ ଖେଳ ପ୍ରଦର୍ଶନ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story