ଆସନ୍ତାକାଲି  ସୂର୍ଯ୍ୟପରାଗ

ପୁରୀ: ଆସନ୍ତାକାଲି ସୂର୍ଯ୍ୟପରାଗ। ଓଡ଼ିଶାରେ ଏହା ଆଶିଂକ ଭାବେ ଦୃଶ୍ୟମାନ ହେବ। ସୂର୍ଯ୍ୟପରାଗ ଲାଗି ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ସୂର୍ଯ୍ୟପରାଗ ପାଇଁ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ଏବଂ ତଡ଼ପଲାଗି ନୀତି କରାଯାଇ ୫ଟା ୫୬ ମିନିଟ୍‌ପରଠୁ ଆସନ୍ତାକାଲି ଭୋର ପର୍ଯ୍ୟନ୍ତ ନୀତି ବନ୍ଦ ରହିବ। ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ଆଜି ଜଗମୋହନ ମରାମତି କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

puri

puri

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 08:56 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story