ଆସିକ୍ସ ସର୍ଭେକ୍ଷଣର ୧୦ମ ସ୍ଥାନରେ ଭୁବନେଶ୍ୱର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସହରକୁ ନେଇ କରାଯାଇଥିବା ବାର୍ଷିକ ସର୍ଭେକ୍ଷଣ ‘ଆସିକ୍ସ’ର ୧୦ମ ସ୍ଥାନରେ ଭୁବନେଶ୍ୱର ରହିଛି। ଗତବର୍ଷ ସର୍ଭେକ୍ଷଣରେ ୧୮ ତମ ସ୍ଥାନରେ ଥିବା ଭୁବନେଶ୍ୱର ଚଳିତବର୍ଷ ୮ଟି ସ୍ଥାନ ଉପରକୁ ଉଠିଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ କେରଳର ତିରୁବନନ୍ତପୁରମ୍‌ ପ୍ରଥମ, ପୁଣେ ଓ କୋଲକାତା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୪ ବର୍ଷ ହେବ ବେଙ୍ଗାଲୁରୁର ଜନାଗ୍ରହ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ ଦେଶର ୨୧ଟି ପ୍ରମୁଖ ସହରକୁ ନେଇ ଏହି […]

Bhubaneswar

Bhubaneswar

Rakesh Mallick
  • Published: Wednesday, 01 March 2017
  • Updated: 01 March 2017, 05:50 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସହରକୁ ନେଇ କରାଯାଇଥିବା ବାର୍ଷିକ ସର୍ଭେକ୍ଷଣ ‘ଆସିକ୍ସ’ର ୧୦ମ ସ୍ଥାନରେ ଭୁବନେଶ୍ୱର ରହିଛି। ଗତବର୍ଷ ସର୍ଭେକ୍ଷଣରେ ୧୮ ତମ ସ୍ଥାନରେ ଥିବା ଭୁବନେଶ୍ୱର ଚଳିତବର୍ଷ ୮ଟି ସ୍ଥାନ ଉପରକୁ ଉଠିଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ କେରଳର ତିରୁବନନ୍ତପୁରମ୍‌ ପ୍ରଥମ, ପୁଣେ ଓ କୋଲକାତା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

୪ ବର୍ଷ ହେବ ବେଙ୍ଗାଲୁରୁର ଜନାଗ୍ରହ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ ଦେଶର ୨୧ଟି ପ୍ରମୁଖ ସହରକୁ ନେଇ ଏହି ସର୍ଭେ କରାଯାଉଛି। ସହର ଗୁଡିକରେ ପ୍ରଚଳିତ ଆଇନ ବ୍ୟବସ୍ଥା, ମହାନଗର ପ୍ରଶାସନ ମଡେଲ, ଶୁଳ୍କ ବ୍ୟବସ୍ଥା, ଆର୍ଥିକ ଦକ୍ଷତା ଓ ସାଧାରଣ ନାଗରିକଙ୍କ ରାଜନୈତିକ ସହଭାଗିତା ଆଦି ୮୩ଟି କ୍ଷେତ୍ରକୁ ନେଇ ସର୍ଭେ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story