ହାଇକୋର୍ଟରେ ହାଜର ହେଲେ ଏଏସ୍‌ଆଇ ମହାନିର୍ଦ୍ଦେଶକ

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ମାମଲାକୁ ନେଇ ଆଜି ହାଇକୋର୍ଟରେ ହାଜର ହୋଇଥିଲେ ଏଏସ୍‌ଆଇ ମହାନିର୍ଦ୍ଦେଶକ। ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ମରାମତି କେତେ ପରିମାଣର ସରିଛି ସେ ନେଇ ସବିଶେଷ ତଥ୍ୟ ସେ କୋର୍ଟଙ୍କୁ ଜଣାଇଛନ୍ତି। ଏହାକୁ ଶୁଣିବା ପରେ କୋର୍ଟ ଆସନ୍ତା ୪ ମାସରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସୂର୍ଯ୍ୟ ମନ୍ଦିର ମରାମତି ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ […]

Odisha-High-Court

Odisha-High-Court

Tapaswini Nayak
  • Published: Monday, 23 December 2019
  • Updated: 23 December 2019, 05:28 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ମାମଲାକୁ ନେଇ ଆଜି ହାଇକୋର୍ଟରେ ହାଜର ହୋଇଥିଲେ ଏଏସ୍‌ଆଇ ମହାନିର୍ଦ୍ଦେଶକ। ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ମରାମତି କେତେ ପରିମାଣର ସରିଛି ସେ ନେଇ ସବିଶେଷ ତଥ୍ୟ ସେ କୋର୍ଟଙ୍କୁ ଜଣାଇଛନ୍ତି। ଏହାକୁ ଶୁଣିବା ପରେ କୋର୍ଟ ଆସନ୍ତା ୪ ମାସରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସୂର୍ଯ୍ୟ ମନ୍ଦିର ମରାମତି ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତିକୁ ନେଇ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହେବାକୁ କୋର୍ଟ ଏଏସ୍ଆଇ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ନାଟ ମଣ୍ଡପ କାମ ଦେଢ଼ ବର୍ଷ ବିଳମ୍ବ ହୋଇଥିବା ଏହି ଅବସରରେ କୋର୍ଟଙ୍କୁ ଜଣାଇଥିଲେ ଆମିକସ କ୍ୟୁରୀ। ଏନେଇ ପରବର୍ତ୍ତୀ ଶୁଣାଣି ମେ ୪ ତାରିଖରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story