ଜଗମୋହନ ଗର୍ଭଗୃହ ଅନୁଧ୍ୟାନ କଲା ଏଏସ୍‌ଆଇ ଟିମ୍‌

ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ASI) ପକ୍ଷରୁ ଆଜି ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ସ୍ଥିତିକୁ ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ASI କର୍ତ୍ତୃପକ୍ଷ କହିଛନ୍ତି, ଗର୍ଭଗୃହ ସ୍ଥିତି ସୁରକ୍ଷିତ ରହିଛି। କିନ୍ତୁ ଏଠାରେ ବାୟୁ ସଞ୍ଚାଳନ ଠିକ୍ ଭାବେ ହେଉନାହିଁ। ଏହାକୁ କିଭଳି ଠିକ୍ କରାଯିବ ସେ ନେଇ ଧାନବାଦସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ମାଇନିଂ ରିସର୍ଚ୍ଚର ବିଶେଷଜ୍ଞମାନେ ଅନୁଧ୍ୟାନ କରିବେ। ସେହିପରି ଗର୍ଭଗୃହର ଯାହା ମରାମତି ଆବଶ୍ୟକ ତାହା କରାଯିବ। ଅନ୍ୟପକ୍ଷରେ ଆଗାମୀ […]

puri

puri

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 05:26 PM IST

Sports

Latest News

ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ASI) ପକ୍ଷରୁ ଆଜି ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ସ୍ଥିତିକୁ ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ASI କର୍ତ୍ତୃପକ୍ଷ କହିଛନ୍ତି, ଗର୍ଭଗୃହ ସ୍ଥିତି ସୁରକ୍ଷିତ ରହିଛି। କିନ୍ତୁ ଏଠାରେ ବାୟୁ ସଞ୍ଚାଳନ ଠିକ୍ ଭାବେ ହେଉନାହିଁ। ଏହାକୁ କିଭଳି ଠିକ୍ କରାଯିବ ସେ ନେଇ ଧାନବାଦସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ମାଇନିଂ ରିସର୍ଚ୍ଚର ବିଶେଷଜ୍ଞମାନେ ଅନୁଧ୍ୟାନ କରିବେ।

ସେହିପରି ଗର୍ଭଗୃହର ଯାହା ମରାମତି ଆବଶ୍ୟକ ତାହା କରାଯିବ। ଅନ୍ୟପକ୍ଷରେ ଆଗାମୀ ୭ ଦିନ ଭିତରେ ଜଗମୋହନର ଯେଉଁ ସବୁ କାର୍ଯ୍ୟ ବାକି ଅଛି ତାକୁ ଶେଷ କରାଯିବ। ନାଟ ମଣ୍ଡପ ସ୍ଥିତିକୁ ମଧ୍ୟ ଯାଞ୍ଚ କରାଯାଇଛି। ଗରୁଡ଼ ସ୍ତମ୍ଭର ଉପରି ଭାଗ ପଥରକୁ ଅନୁଧ୍ୟାନ କରାଯାଇଥିବା ବେଳେ ଏହାର ମରାମତି ସଂପର୍କରେ ନିଷ୍ପତ୍ତି ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story