ଆସିଲେନି କପିଳେଶ୍ୱର, ବିଳମ୍ୱିତ ରାତିରେ ଏକାକୀ ଚାପ ଖେଳିଲେ ଲିଙ୍ଗରାଜ

ଭୁବନେଶ୍ୱର: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବିନ୍ଦୁସାଗରରେ ଏକାକୀ ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ। ଗତକାଲି ଦିନ ତମାମ କପିଳେଶ୍ୱରଙ୍କ ଅପେକ୍ଷା କରାଯାଇଥିଲେ ମଧ୍ୟ ତାଙ୍କ ସେବାୟତମାନେ ବିନ୍ଦୁସାଗରକୁ ଆସି ନ ଥିଲେ। କପିଳେଶ୍ୱରଙ୍କୁ ଆଣିବା ଲାଗି ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଆଗରେ ରାତି ସାରା ଲିଙ୍ଗରାଜଙ୍କ ସେବାୟତମାନେ ଧାରଣାରେ ବସିଥିଲେ। ପରମ୍ପରା ଭାଙ୍ଗିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନ ସୂଚନା ଦେବା ପରେ ବିଳମ୍ୱିତ ରାତିରେ ଲିଙ୍ଗରାଜଙ୍କ ଚାପ ଖେଳ ଅନୁଷ୍ଠିତ ହୋଇଥିଲା। […]

temple

temple

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 09:59 AM IST

Sports

Latest News

ଭୁବନେଶ୍ୱର: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବିନ୍ଦୁସାଗରରେ ଏକାକୀ ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ। ଗତକାଲି ଦିନ ତମାମ କପିଳେଶ୍ୱରଙ୍କ ଅପେକ୍ଷା କରାଯାଇଥିଲେ ମଧ୍ୟ ତାଙ୍କ ସେବାୟତମାନେ ବିନ୍ଦୁସାଗରକୁ ଆସି ନ ଥିଲେ। କପିଳେଶ୍ୱରଙ୍କୁ ଆଣିବା ଲାଗି ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଆଗରେ ରାତି ସାରା ଲିଙ୍ଗରାଜଙ୍କ ସେବାୟତମାନେ ଧାରଣାରେ ବସିଥିଲେ। ପରମ୍ପରା ଭାଙ୍ଗିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନ ସୂଚନା ଦେବା ପରେ ବିଳମ୍ୱିତ ରାତିରେ ଲିଙ୍ଗରାଜଙ୍କ ଚାପ ଖେଳ ଅନୁଷ୍ଠିତ ହୋଇଥିଲା।

ଏ ନେଇ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ପକ୍ଷରୁ କପିଳେଶ୍ୱର ଟ୍ରଷ୍ଟ ବୋର୍ଡ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦାୟର କରାଯାଇଛି।

ସେବାୟତଙ୍କ ବିବାଦ ଯୋଗୁଁ କପିଳେଶ୍ୱର ଚାପ ଖେଳିବାକୁ ଆସି ନ ପାରି ମଣିକର୍ଣ୍ଣିକା ପୋଖରୀରେ ଚାପ ଖେଳିଥିଲେ। କପିଳନାଥ ଆସିବା ପରେ  ବିନ୍ଦୁସାଗରରେ ମହାପ୍ରଭୁ ଲିଙ୍ଗରାଜ ଏକାଠି ଚାପ ଖେଳିବାର ପରମ୍ପରା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story