ଆସିକା: ବସ୍‌ ଓଲଟି ୧୫ ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ନିକଟରେ ଆଜି ଏକ ବସ୍‌ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ବସ୍‌ଟି ପୁରୁଷୋତ୍ତମପୁରରୁ ଆସିକା ଆସୁଥିଲା।

ଆହୁରି ପଢ଼ନ୍ତୁ

ଚିନ୍ତା ବଢ଼ାଉଛି ଗଞ୍ଜାମ, ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କ ଉଦ୍‌ବେଗ

ମିଳିଲାନ୍ସ ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାଗଲା ମୃତଦେହ

ଭାଇରାଲ ଅଡିଓ ମାମଲା; ରାତି ଅଧରେ ଜଣଙ୍କୁ ଛାଡ଼ିଲା ପୁଲିସ୍‌

ପୁଲିସ୍‌ କର୍ମଚାରୀଙ୍କୁ ଅଟକ ରଖି ବନ୍ଧା ହେଲେ ୨୨

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଭାଇରାଲ ଅଡିଓ ମାମଲାରେ ୨ ଜଣଙ୍କୁ ଉଠାଇନେଲା ପୁଲିସ

ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ଧରି ପ୍ରବଳ ବର୍ଷିବ!

OSAP ଷଷ୍ଠ ବାଟାଲିଅନରେ ୧୬ ଯବାନଙ୍କୁ କରୋନା

ମହାମାରୀ ‘କରୋନା’ ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା!

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

‘ଓଟିଭି ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ’

‘ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ’