ନିଛାଟିଆ ଜାଗାରୁ ଧରା ପଡ଼ିଲେ

ଆସିକା: ରାତି ଅଧରେ ନିଛାଟିଆ ଜାଗାରେ ଏକାଠି ହୋଇଥିଲେ। କରୁଥିଲେ ଯୋଜନା। କାହା ଘରେ ପଶିବେ, କେମିତି ଲୁଟିବେ- ସେ ସବୁ ନେଇ ଚାଲିଥିଲା ଆଲୋଚନା। ହେଲେ ସେମାନେ ଜାଣି ନଥିଲେ ପୋଲିସ୍‌କୁ ମିଳିସାରିଛି ସୂଚନା। ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ପଡ଼ିଗଲେ ଧରା। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଆସିକାରେ। ଆସିକା କଲେଜ ଛକ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଗତକାଲି ଚାରି ଜଣ ଡକାୟତ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ୍‌ ହାତରେ ଧରା […]

Lonely

Lonely

Rakesh Mallick
  • Published: Friday, 15 December 2017
  • Updated: 15 December 2017, 10:02 PM IST

Sports

Latest News

ଆସିକା: ରାତି ଅଧରେ ନିଛାଟିଆ ଜାଗାରେ ଏକାଠି ହୋଇଥିଲେ। କରୁଥିଲେ ଯୋଜନା। କାହା ଘରେ ପଶିବେ, କେମିତି ଲୁଟିବେ- ସେ ସବୁ ନେଇ ଚାଲିଥିଲା ଆଲୋଚନା। ହେଲେ ସେମାନେ ଜାଣି ନଥିଲେ ପୋଲିସ୍‌କୁ ମିଳିସାରିଛି ସୂଚନା। ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ପଡ଼ିଗଲେ ଧରା। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଆସିକାରେ।

ଆସିକା କଲେଜ ଛକ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଗତକାଲି ଚାରି ଜଣ ଡକାୟତ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ୍‌ ହାତରେ ଧରା ପଡ଼ିଛନ୍ତି। ସେମାନଙ୍କଠାରୁ ୨ଟି ପିସ୍ତଲ, ୨ଟି ବୋମା ଓ ୨ଟି ନମ୍ବର ବିହୀନ ବାଇକ୍ ଜବତ କରିଛି ପୋଲିସ୍।

ଗିରଫ ଡକାୟତମାନେ ହେଲେ ସୁନୀଲ ରେଡ୍ଡୀ, ଶିବା ରେଡ୍ଡୀ, ଚନ୍ଦନ ଜେନା ଓ ଆର. ନାହାକ। ପୋଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story