ଆସନ୍ତକାଲି ମୌସୁମୀ ଅଧିବେଶନ: ମହାନଦୀ ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏଥିରେ ଛତିଶଗଡ ଦ୍ୱାରା ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି। ଏହାସହ ବିବାଦୀୟ ପୋଲାଭରମ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବେ ବିଜେଡି ସାଂସଦ। ଲୋକସଭା ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, “ମହାନଦୀର ଉପରମୁଣ୍ଡରେ ଯେଉଁଭଳି ଭାବେ ଛତିଶଗଡ ସରକାର ବ୍ୟାରେଜ୍‌ ନିର୍ମାଣ କରିବାକୁ ଚାହୁଁଛି ଏଥିନେଇ ଆମେ ସାଂସଦରେ ଓଡ଼ିଶାର ପକ୍ଷ […]

OR photo bhatruhari

OR photo bhatruhari

Rakesh Mallick
  • Published: Sunday, 17 July 2016
  • Updated: 18 July 2016, 08:06 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏଥିରେ ଛତିଶଗଡ ଦ୍ୱାରା ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି। ଏହାସହ ବିବାଦୀୟ ପୋଲାଭରମ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବେ ବିଜେଡି ସାଂସଦ।

ଲୋକସଭା ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, “ମହାନଦୀର ଉପରମୁଣ୍ଡରେ ଯେଉଁଭଳି ଭାବେ ଛତିଶଗଡ ସରକାର ବ୍ୟାରେଜ୍‌ ନିର୍ମାଣ କରିବାକୁ ଚାହୁଁଛି ଏଥିନେଇ ଆମେ ସାଂସଦରେ ଓଡ଼ିଶାର ପକ୍ଷ ରଖିବୁ। କେନ୍ଦ୍ର ସରକାର ତାମିଲନାଡୁ, ମହାରାଷ୍ଟ୍ର ଓ ଗୁଜରାଟର ସ୍ୱାର୍ଥକୁ ରକ୍ଷା କରିବାକୁ ଯେଉଁଭଳି ଭାବେ ୧ ପ୍ରତିଶତ ସେସ୍‌ ଲାଗୁ କରିବାକୁ ଫ୍ରିଫେରନ୍ସିଆଲ୍ ଟ୍ରିଟ୍‌ମେଣ୍ଟ କରୁଛି ସେ ନେଇ ମଧ୍ୟ ଆମେ ମତ ରଖିବୁ। ତାହାକୁ ଆମେ ପରିର୍ଦ୍ଧିତ କରିବାକୁ ଚାହୁଁଛୁ। ଓଡ଼ିଶା ପରି ସମସ୍ତ ଖଣିଜ ସମ୍ପଦ ଭରା ରାଜ୍ୟକୁ ୧ ପ୍ରତିଶତ ସେସ୍ ଦେବାକୁ ଦାବି କରିବୁ। ଏହାସହ କିଛି ସଂଶୋଧନ ପରେ ଜିଏସ୍‌ଟି ବିଲ୍‌କୁ ସର୍ମଥନ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story