ଏଏସ୍‌ଓର ଦକ୍ଷତା ପରୀକ୍ଷା ବାତିଲ୍‌ ନେଇ ମନୋନୀତ ହୋଇ ନ ଥିବା ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

ଭୁବନେଶ୍ୱର:  ଓପିଏସ୍‌ସି ଦ୍ୱରା ପରିଚାଳିତ ଆସିଷ୍ଟାଣ୍ଡ୍‌ ସେକ୍ସନ୍‌ ଅଫିସର (ଏଏସ୍‌ଓ) ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦକ୍ଷତା ପରୀକ୍ଷା ବାତିଲ୍ କରିବା ଦାବିରେ ଆଜି ମନୋନୀତ ହୋଇ ନ ଥିବା କିଛି ପରୀକ୍ଷାର୍ଥୀ କିଟ୍‌ ସ୍ଥିତ  କୋଏଲ କ୍ୟାମ୍ପସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ଏଠାରେ ମନୋନୀତ ହୋଇଥିବା ପରୀକ୍ଷାର୍ଥୀଙ୍କ ଦକ୍ଷତା ପରୀକ୍ଷା କରାଯାଇଛି। ଉତ୍ତରଖାତା ପ୍ରକାଶ ନ କରି  ଓପିଏସ୍‌ସି ମେରିଟ୍‌ ଲିଷ୍ଟ କିଭଳି ପ୍ରକାଶ ପାଇଛି ବୋଲି ମନୋନୀତ ହୋଇ ନ […]

students

students

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 02:45 PM IST

Sports

Latest News

studentsଭୁବନେଶ୍ୱର:  ଓପିଏସ୍‌ସି ଦ୍ୱରା ପରିଚାଳିତ ଆସିଷ୍ଟାଣ୍ଡ୍‌ ସେକ୍ସନ୍‌ ଅଫିସର (ଏଏସ୍‌ଓ) ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦକ୍ଷତା ପରୀକ୍ଷା ବାତିଲ୍ କରିବା ଦାବିରେ ଆଜି ମନୋନୀତ ହୋଇ ନ ଥିବା କିଛି ପରୀକ୍ଷାର୍ଥୀ କିଟ୍‌ ସ୍ଥିତ  କୋଏଲ କ୍ୟାମ୍ପସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ଏଠାରେ ମନୋନୀତ ହୋଇଥିବା ପରୀକ୍ଷାର୍ଥୀଙ୍କ ଦକ୍ଷତା ପରୀକ୍ଷା କରାଯାଇଛି।

ଉତ୍ତରଖାତା ପ୍ରକାଶ ନ କରି  ଓପିଏସ୍‌ସି ମେରିଟ୍‌ ଲିଷ୍ଟ କିଭଳି ପ୍ରକାଶ ପାଇଛି ବୋଲି ମନୋନୀତ ହୋଇ ନ ଥିବା ପରୀକ୍ଷାର୍ଥୀମାନେ  ପ୍ରଶ୍ନ ଉଠାଇଛନ୍ତି।

ଏନେଇ ଓପିଏସ୍‌ସି କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story