ଏଟି ଲିଙ୍କ୍‌: ରଜତ ଓ ଦେବାଶିଷଙ୍କ ଜାମିନ ନାମଞ୍ଜୁର, ୩ ଦିନିଆ ରିମାଣ୍ଡରେ ନେବ ସିବିଆଇ

ଭୁବନେଶ୍ୱର: ଏଟି ଚିଟ୍‌ଫଣ୍ଡ ମାମଲାରେ ଗତକାଲି ଗିରଫ ହୋଇଥିବା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଏବଂ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କୁ ସିବିଆଇ ୩ ଦିନ ରିମାଣ୍ଡରେ ନେଇଛି। ଆଜି ଉଭୟଙ୍କୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରିଦେବା ସହ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଗତକାଲି ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଦୀର୍ଘ ସମୟ ଧରି ଜେରା ପରେ ତାଙ୍କଠାରୁ ମିଳିଥିବା ତଥ୍ୟ […]

odisha

odisha

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 08:59 PM IST

Sports

Latest News

ଭୁବନେଶ୍ୱର: ଏଟି ଚିଟ୍‌ଫଣ୍ଡ ମାମଲାରେ ଗତକାଲି ଗିରଫ ହୋଇଥିବା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଏବଂ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କୁ ସିବିଆଇ ୩ ଦିନ ରିମାଣ୍ଡରେ ନେଇଛି। ଆଜି ଉଭୟଙ୍କୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରିଦେବା ସହ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଗତକାଲି ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଦୀର୍ଘ ସମୟ ଧରି ଜେରା ପରେ ତାଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ଉଭୟଙ୍କୁ ସିବିଆଇ ଗିରଫ କରିଥିଲା।

ଦେବାଶିଷଙ୍କ ଗିରଫଦାରୀ ପ୍ରତିବାଦରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ କାର୍ଯ୍ୟବନ୍ଦ ଡାକରା ଦେଇଛି। ଏହାକୁ ସମର୍ଥନ କରି କଟକର ନିମ୍ନ ଅଦାଲତର ବାର ଆସୋସିଏସନ ସଦସ୍ୟମାନେ କାର୍ଯ୍ୟରେ ଯୋଗଦେଇ ନାହାନ୍ତି। ୮ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଦେବାଶିଷ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ସିବିଆଇ ତାଙ୍କୁ ପଚରାଉଚରା କରିବାକୁ ଡାକି ଗିରଫ କରିବାକୁ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ସମାଲୋଚନା କରିଛି।

ଅନ୍ୟପକ୍ଷରେ ଗତକାଲି ଗିରଫ ହେବା ପରେ ରଜତଙ୍କୁ କଂଗ୍ରେସ୍‌ ଦଳରୁ ନିଲମ୍ବନ କରିଛି। ଭାରତୀୟ ଯୁବ କଂଗ୍ରେସ ରଜତଙ୍କୁ ଦଳରୁ ନିଲମ୍ବନ କରିଥିବା ଗତକାଲି ଦିଲ୍ଲୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story