ଦେବଗୌଡ଼ାଙ୍କ ପାଖରେ ଅତନୁ ଓ ସଞ୍ଜୟ କରୁଛନ୍ତି କ’ଣ?

ଭୁବନେଶ୍ୱରେ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ାଙ୍କ ପାଖରେ ବିଜେଡି ନେତା ଅତନୁ ସବ୍ୟସାଚୀ ଓ ସଞ୍ଜୟ ଦାସବର୍ମା କରୁଛନ୍ତି କ’ଣ। ତେବେ କୌଣସି ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ଏଠି ସେମିତି କିଛି ଡିଲ୍‌ ହେଉ ନାହିଁ। ଅସଲ କଥାଟା ହେଉଛି ଆସନ୍ତା ୨୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଇଂରାଜୀରେ ଲେଖା ହୋଇଥିବା ଏକ ଜୀବନୀ ପୁସ୍ତକ ଉନ୍ମୋଚିତ ହେବ।  ଉତ୍ସବରେ ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ […]

p-555

p-555

Rakesh Mallick
  • Published: Monday, 15 January 2018
  • Updated: 15 January 2018, 10:24 PM IST

Sports

Latest News

ଭୁବନେଶ୍ୱରେ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ାଙ୍କ ପାଖରେ ବିଜେଡି ନେତା ଅତନୁ ସବ୍ୟସାଚୀ ଓ ସଞ୍ଜୟ ଦାସବର୍ମା କରୁଛନ୍ତି କ’ଣ। ତେବେ କୌଣସି ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ଏଠି ସେମିତି କିଛି ଡିଲ୍‌ ହେଉ ନାହିଁ। ଅସଲ କଥାଟା ହେଉଛି ଆସନ୍ତା ୨୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଇଂରାଜୀରେ ଲେଖା ହୋଇଥିବା ଏକ ଜୀବନୀ ପୁସ୍ତକ ଉନ୍ମୋଚିତ ହେବ।  ଉତ୍ସବରେ ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହାକୁ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ତେବେ ବିଜୁ ପଟ୍ଟନାୟକଙ୍କ ବନ୍ଧୁ ଓ ସହଯୋଗୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ାଙ୍କୁ  ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ଦେବଗୌଡ଼ାଙ୍କ ବାଙ୍ଗାଲୋର ବାସଭବନରେ ଦେବଗୌଡ଼ାଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ଓ ସଞ୍ଜୟ ଦାସବର୍ମା। ସେହିପରି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନିଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story