ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ଆଠଗଡ଼ ଡାକ୍ତରଖାନାରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗରେ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଡାକ୍ତରମାନେ ଆଉଟ୍‌ ଡୋର୍‌ରେ  ରୋଗୀ ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ଗତକାଲି ବିଳମ୍ୱିତ ରାତିରେ  ଡାକ୍ତର ଚନ୍ଦନ ଗଡ଼ନାୟକଙ୍କୁ ଆଠଗଡ଼ ଅଞ୍ଚଳର ୨ଜଣ ଯୁବକ ମାଡ଼ ମାରିଥିବା ଅଭିଯୋଗ  ହୋଇଛି। ସଂପୃକ୍ତ ଡାକ୍ତର ଆଠଗଡ଼ ଥାନାରେ ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସରକାରୀ କର୍ମଚାରୀଙ୍କ ୯ ଛୁଟି ବେକାର, ପାଇବେ ମୋଟ ୧୦୬ଦିନ ଛୁଟି

ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ହ୍ରାସ ପାଇଁ ଗଠନ ହେବ ଟାସ୍କଫୋର୍ସ

ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା

ସରକାରୀ କଳର ଦୁରୂପଯୋଗ କରୁଛି ବିଜେଡି, ଫେରାଦ ହେଲା ବିଜେପି

ନୟାଗଡ଼ରେ ନକଲି ଟଙ୍କା ଛପା କାରଖାନା

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ: ଦାୟିତ୍ୱରେ ରହିବେ ଆଇଏଏସ୍

ସିନ୍ଦୂର ପୋଛିଦେଲା ଲୌହ ମାନବ, କାନ୍ଧ ଉପରେ ଗର୍ଭବତୀ ଝିଅ 

କୋଭିଡ୍ ଚିକିତ୍ସା ପାଇଁ କିମ୍ସ ନେଇଛି ୪୦ କୋଟି

କାର୍ତ୍ତିକ ମାସରୁ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ସାଙ୍ଗ ହୋଇ ସ୍କୁଟିରେ ଚାଲିଗଲେ ୩ ଜଣ

ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ଅମାନିଆଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ