ଆଠଗଡ଼: ହାତୀର ମୃତଦେହ ଠାବ, ଦାନ୍ତ କାଟି ନେଇଛନ୍ତି ଦୁର୍ବୃତ୍ତ

ଆଠଗଡ଼/ବାରିପଦା: କଟକ ଜିଲ୍ଲା ଖୁଣ୍ଟୁଣି ବନାଞ୍ଚଳର ହାତୀମୁଣ୍ଡିଆ ପାହାଡ଼ ତଳ ଜଙ୍ଗଲରୁ ଆଜି  ଏକ ଦନ୍ତା ହାତୀର ଗଳିତ ମୃତଦେହ ଠାବ କରାଯାଇଛି।  ମୃତ ହାତୀର ବୟସ ୨୫ ବର୍ଷରୁ ଅଧିକ ହେବ। ଦୁର୍ବୃତ୍ତମାନେ ଦନ୍ତାହାତୀଟିକୁ ମାରି ତା’ର ଷୁଣ୍ଡ କାଟି ଦାନ୍ତ କାଢ଼ି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।  ଆଠଗଡ଼ ଡିଏଫ୍‌ଓ  ଓ କଟକ ଡିଏଫ୍‌ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଆଠଗଡ଼ ଡିଏଫ୍‌ଓ ମନୋଜ ମହାପାତ୍ର କହିଛନ୍ତି,“ହାତୀଟି ଚାରି ପାଞ୍ଚ ଦିନ ପୂର୍ବରୁ ମରିଥିବା ପ୍ରାଥମିକ […]

elephant-killed

elephant-killed

Rakesh Mallick
  • Published: Friday, 25 March 2016
  • Updated: 25 March 2016, 01:08 PM IST

elephant-killedଆଠଗଡ଼/ବାରିପଦା: କଟକ ଜିଲ୍ଲା ଖୁଣ୍ଟୁଣି ବନାଞ୍ଚଳର ହାତୀମୁଣ୍ଡିଆ ପାହାଡ଼ ତଳ ଜଙ୍ଗଲରୁ ଆଜି  ଏକ ଦନ୍ତା ହାତୀର ଗଳିତ ମୃତଦେହ ଠାବ କରାଯାଇଛି।  ମୃତ ହାତୀର ବୟସ ୨୫ ବର୍ଷରୁ ଅଧିକ ହେବ। ଦୁର୍ବୃତ୍ତମାନେ ଦନ୍ତାହାତୀଟିକୁ ମାରି ତା’ର ଷୁଣ୍ଡ କାଟି ଦାନ୍ତ କାଢ଼ି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।  ଆଠଗଡ଼ ଡିଏଫ୍‌ଓ  ଓ କଟକ ଡିଏଫ୍‌ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ଆଠଗଡ଼ ଡିଏଫ୍‌ଓ ମନୋଜ ମହାପାତ୍ର କହିଛନ୍ତି,“ହାତୀଟି ଚାରି ପାଞ୍ଚ ଦିନ ପୂର୍ବରୁ ମରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ବୃତ୍ତମାନେ ହାତୀଟିର ଶୁଣ୍ଡ କାଟି ଦାନ୍ତଗୁଡ଼ିକୁ ନେଇ ଯାଇଛନ୍ତି।  ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ରିପୋର୍ଟ ଆସିଲେ ପୂରା ଘଟଣା ସମ୍ପର୍କରେ ଜଣାପଡ଼ିବ।”

ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧୀନ ଗୋରୁମହିଶାଣି ବିଟ୍‌ କୋଟୁପଢ଼ିଠାରେ ଚିକିତ୍ସାଧୀନ ଥିବା ଏକ ମାଈ ହାତୀର ଆଜି ମୃତ୍ୟୁ ଘଟିଛି। ହାତୀଟି ଅସୁସ୍ଥ ଥିବା ବେଳେ ୧୦ଦିନ ହେବ ଆଖପାଖ ଗାଁରେ ବୁଲୁଥିଲା। ବନ ବିଭାଗ ପକ୍ଷରୁ ତା’ର ଚିକିତ୍ସା କରାଯାଉଥିଲା।  ବନ ବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି। ହାତୀଟିର ବୟସ ଆନୁମାନିକ ୬୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story