ପିକ୍‌ଅପ୍ ଭ୍ୟାନ୍‌କୁ ପିଟିଲା ବସ୍‌, ୧୨ ଆହତ

ଆଠଗଡ଼: ପିକ୍‌ଅପ୍‌ ଭ୍ୟାନ୍‌କୁ ପଛପଟୁ ଏକ ତୀର୍ଥଯାତ୍ରୀ ବସ୍ ଧକ୍କା ଦେବାରୁ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟାଙ୍ଗୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରଥ ପେଟ୍ରୋଲ୍ ପମ୍ପ ନିକଟରେ ଏହି ଘଟିଛି ଏହି ଦୁର୍ଘଟଣା। ଆହତମାନଙ୍କୁ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ବସ୍‌ଟି କୋଲକାତାରୁ ପୁରୀ ଯାଉଥିଲା।

bus

bus

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 09:36 AM IST

Sports

Latest News

ଆଠଗଡ଼: ପିକ୍‌ଅପ୍‌ ଭ୍ୟାନ୍‌କୁ ପଛପଟୁ ଏକ ତୀର୍ଥଯାତ୍ରୀ ବସ୍ ଧକ୍କା ଦେବାରୁ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟାଙ୍ଗୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରଥ ପେଟ୍ରୋଲ୍ ପମ୍ପ ନିକଟରେ ଏହି ଘଟିଛି ଏହି ଦୁର୍ଘଟଣା। ଆହତମାନଙ୍କୁ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି।

ବସ୍‌ଟି କୋଲକାତାରୁ ପୁରୀ ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos