ଆଠଗଡ଼: ୨ଟି ହାତୀର ମୃତଦେହ ଠାବ

ଆଠଗଡ଼: ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅଧିନସ୍ଥ ପୁଷୁପଙ୍ଗୀ ଓ ଛତିଶାପାଟ ମଧ୍ୟରେ ଗୋଟିଏ ମାଈ ହାତୀ ଓ ଛୁଆ ହାତୀର ମୃତଦେହ ଆଜି ସକାଳେ ଠାବ କରାଯାଇଛି। ମାଈ ହାତୀର ମୃତଦେହଠାରୁ ଛୁଆ ହାତୀର ମୃତଦେହ ୯ଶହ ମିଟର ଦୂରରେ ପଡ଼ିଛି। ତେବେ ବର୍ତ୍ତମାନ ଯାଏଁ ଏହି ଦୁଇ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଏହି ଦୁଇହାତୀର ମୃତଦେହ ପଡ଼ିଥିବା ସ୍ଥାନରେ ଇଲେଟ୍ରିକ୍ ତାର ନ ଥିବାରୁ କେହି ମାରିଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ […]

elephent

elephent

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 06:56 AM IST

Sports

Latest News

ଆଠଗଡ଼: ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅଧିନସ୍ଥ ପୁଷୁପଙ୍ଗୀ ଓ ଛତିଶାପାଟ ମଧ୍ୟରେ ଗୋଟିଏ ମାଈ ହାତୀ ଓ ଛୁଆ ହାତୀର ମୃତଦେହ ଆଜି ସକାଳେ ଠାବ କରାଯାଇଛି। ମାଈ ହାତୀର ମୃତଦେହଠାରୁ ଛୁଆ ହାତୀର ମୃତଦେହ ୯ଶହ ମିଟର ଦୂରରେ ପଡ଼ିଛି। ତେବେ ବର୍ତ୍ତମାନ ଯାଏଁ ଏହି ଦୁଇ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ଏହି ଦୁଇହାତୀର ମୃତଦେହ ପଡ଼ିଥିବା ସ୍ଥାନରେ ଇଲେଟ୍ରିକ୍ ତାର ନ ଥିବାରୁ କେହି ମାରିଦେଇଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ କଟକ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡ ମଧ୍ୟରେ ହାତୀର ମୃତଦେହ ପଡ଼ିଥିବା ସ୍ଥାନକୁ ନେଇ ଟଣାଓଟରା ଲାଗିଛି। ଯେହେତୁ ଆଠଗଡ଼ ବନଖଣ୍ଡ ସୀମାରେ ହାତୀର ମୃତଦେହ ପଡ଼ି ରହିଛି। କଟକ ବନଖଣ୍ଡର କହିବା କଥା ଏହା ଆଠଗଡ଼ ବନଖଣ୍ଡରେ ଯାଉଚି କିନ୍ତୁ ଆଠଗଡ଼ ବନଖଣ୍ଡ କହୁଛି ଏହା କଟକ ବନଖଣ୍ଡ ଅଞ୍ଚଳରେ ରହିଛି। ବର୍ତ୍ତମାନ କଟକ ଡିଏଫ୍‌ଓ ଓ ଖୁଣ୍ଟୁଣୀ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story