ଆଠଗଡ଼: ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଆଠଗଡ଼: ଟାଙ୍ଗୀ–ଚୌଦ୍ୱାର ବ୍ଲକ୍ ବଡ଼ସାମନ୍ତରାପୁର ଗାଁରେ ଗୁରୁବାର ଏକ ହାତୀପଲ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପ୍ରମୋଦ ଖଟୁଆ। ଗାଁ ପାଖ ବିଲରୁ ପ୍ରମୋଦ ଧାନ ନେଇ ଫେରୁଥିବା ବେଳେ ହାତୀ ଆକ୍ରମଣ କରିଥିଲା। ସେହିପରି ହାତୀ ଆକ୍ରମଣରେ ସାଆନ୍ତାଣିବାଟି ଗାଁରେ ଜଣେ ଯୁବକ ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ୩୦ରୁ ଅଧିକ ହାତୀ ଏହି ଦଳରେ ରହିଛନ୍ତି। କିଛିଦିନ […]

death

death

Rakesh Mallick
  • Published: Friday, 01 January 2016
  • Updated: 01 January 2016, 08:59 AM IST

Sports

Latest News

ଆଠଗଡ଼: ଟାଙ୍ଗୀ–ଚୌଦ୍ୱାର ବ୍ଲକ୍ ବଡ଼ସାମନ୍ତରାପୁର ଗାଁରେ ଗୁରୁବାର ଏକ ହାତୀପଲ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପ୍ରମୋଦ ଖଟୁଆ। ଗାଁ ପାଖ ବିଲରୁ ପ୍ରମୋଦ ଧାନ ନେଇ ଫେରୁଥିବା ବେଳେ ହାତୀ ଆକ୍ରମଣ କରିଥିଲା।

ସେହିପରି ହାତୀ ଆକ୍ରମଣରେ ସାଆନ୍ତାଣିବାଟି ଗାଁରେ ଜଣେ ଯୁବକ ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ୩୦ରୁ ଅଧିକ ହାତୀ ଏହି ଦଳରେ ରହିଛନ୍ତି।

କିଛିଦିନ ହେଲା ଆଠଗଡ଼ ଓ ଚୌଦ୍ୱାର ବନଖଣ୍ଡ ଅଞ୍ଚଳରେ ଏହି ହାତୀପଲ ଉପଦ୍ରବ ମଚାଇବା ସହ ବ୍ୟାପକ କ୍ଷତି ଘଟାଇଛନ୍ତି। ବନ ବିଭାଗ ପକ୍ଷରୁ ତୁରନ୍ତ ଏହି ହାତୀପଲକୁ ଘଉଡ଼ା ଯିବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story