ଆଠଗଡ଼ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣା; ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି। ଏହି ଘଟଣାରେ ମାନବାଧିକାର ଉଲ୍ଲଂଘନ ଦର୍ଶାଇ ଏନ୍‌ଏଚ୍‌ଆରସି ନିଜ ଆଡୁ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ମୃତକଙ୍କୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଡି, ରାଜ୍ୟ ଚିକିତ୍ସା ପାଣ୍ଠି କିମ୍ୱା ବିପିଏଲ୍ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି […]

ctc

ctc

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 05:02 PM IST

Sports

Latest News

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି। ଏହି ଘଟଣାରେ ମାନବାଧିକାର ଉଲ୍ଲଂଘନ ଦର୍ଶାଇ ଏନ୍‌ଏଚ୍‌ଆରସି ନିଜ ଆଡୁ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ମୃତକଙ୍କୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଡି, ରାଜ୍ୟ ଚିକିତ୍ସା ପାଣ୍ଠି କିମ୍ୱା ବିପିଏଲ୍ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି କିଛି ବ୍ୟବସ୍ଥା ହୋଇଥିଲା କି ନାହିଁ କମିଶନ ରାଜ୍ୟ ସରକାରଙ୍କଠାରୁ ତାହା ଜାଣିବାକୁ ଚାହିଁଛନ୍ତି। ସେହିଭଳି ରୋଗୀଙ୍କୁ ନେବାଲାଗି ଆଠଗଡ଼ ଡାକ୍ତରଖାନାରୁ ଆମ୍ୱୁଲାନ୍ସ ବ୍ୟବସ୍ଥା କାହିଁକି ହୋଇପାରିନଥିଲା ସେ ନେଇ ରିପୋର୍ଟ ଦେବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନ  ନୋଟିସ୍ ଜାରି କରିଛନ୍ତି।

ଆଠଗଡ଼ ବ୍ଲକ୍ ପାଇକରାପୁର ଗାଁର ଭରତ ନାୟକଙ୍କ ପୁଅ ବାପିଙ୍କର ମେରୁଦଣ୍ଡ ଜନିତ ସମସ୍ୟା ପାଇଁ ପ୍ରଥମେ ତାଙ୍କୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅର୍ଥାଭାବରୁ ଚିକିତ୍ସାରେ ସମସ୍ୟା ସୃଷ୍ଟି ହୋଇଥିଲା। ଅଧିକ ଚିକିତ୍ସା ପାଇଁ ବାପିଙ୍କୁ କଟକ ନିଆଯାଇଥିଲେ ହେଁ ଏଥିପାଇଁ ଦରକାର ହେଉଥିବା ଲକ୍ଷାଧିକ ଟଙ୍କା ଯୋଗାଡ଼ ହୋଇ ନପାରିବାରୁ ତାଙ୍କୁ ପୁଣି ଆଠଗଡ଼ ଫେରାଇ ଅଣାଯାଇଥିଲା। ଗତ ମେ’୧୫ ତାରିଖରେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାପିଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story