ଆଠମଲ୍ଲିକ ଦୁର୍ଘଟଣା: ପରିବହନ ମନ୍ତ୍ରୀଙ୍କୁ ଭେଟିଲା ବସ୍‌ ମାଲିକ ସଂଘ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମାଣିତ୍ରୀ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ବସ୍‌ ମାଲିକ ଋଷଭ ତ୍ରିପାଠୀଙ୍କ ଗିରଫଦାରୀ ବିରୋଧରେ ଆଜି ବସ୍‌ ମାଲିକ ସଂଘ ପରିବହନ ମନ୍ତ୍ରୀ ରମେଶ ମାଝିଙ୍କୁ ଭେଟିଛନ୍ତି। ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି,“ ଗିରଫ ହୋଇଥିବା ମହାରାଜା ବସ୍‌ ମାଲିକଙ୍କୁ ତୁରନ୍ତ ଜେଲରୁ ଛାଡ଼ିବା ସହ ତାଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛୁ। ମିଛ ମାମଲାରେ ବସ୍‌ ମାଲିକଙ୍କୁ ଗିରଫ କରାଯାଇଥିବାରୁ […]

pardeep-majhi

pardeep-majhi

Rakesh Mallick
  • Published: Monday, 26 September 2016
  • Updated: 26 September 2016, 07:08 PM IST

Sports

Latest News

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମାଣିତ୍ରୀ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ବସ୍‌ ମାଲିକ ଋଷଭ ତ୍ରିପାଠୀଙ୍କ ଗିରଫଦାରୀ ବିରୋଧରେ ଆଜି ବସ୍‌ ମାଲିକ ସଂଘ ପରିବହନ ମନ୍ତ୍ରୀ ରମେଶ ମାଝିଙ୍କୁ ଭେଟିଛନ୍ତି।

ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି,“ ଗିରଫ ହୋଇଥିବା ମହାରାଜା ବସ୍‌ ମାଲିକଙ୍କୁ ତୁରନ୍ତ ଜେଲରୁ ଛାଡ଼ିବା ସହ ତାଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛୁ। ମିଛ ମାମଲାରେ ବସ୍‌ ମାଲିକଙ୍କୁ ଗିରଫ କରାଯାଇଥିବାରୁ ପ୍ରତିବାଦ କରାଯାଇଛି। ଏହି ମାମଲା ରୁଜୁ କରିଥିବା ଆଇଆଇସିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି କରିଛୁ।”

ସେ କହିଛନ୍ତି,“ ଆମ ଦାବି ପୂରଣ କରା ନ ଗଲେ  ଆସନ୍ତା ୨୯ ତାରିଖରେ ୨୪ ଘଣ୍ଟିଆ ବସ୍‌ ଧର୍ମଘଟ ଡାକରା ଦିଆଯାଇଛି। ୬ ତାରିଖ ସୁଦ୍ଧା ବସ୍‌ ମାଲିକଙ୍କ ବିରୋଧରେ ରହିଥିବା ମାମଲା ପ୍ରତ୍ୟାହର  କରା ନ ଗଲେ ୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ଡାକରା ଦିଆଯିବ।”

ବସ୍‌ ମାଲିକଙ୍କ ସହ ଆଲୋଚନା ପରେ ପରିବହନ ମନ୍ତ୍ରୀ କହିଛନ୍ତି,“ଆଠମଲ୍ଲିକ ବସ୍‌ ଦୁର୍ଘଟଣା ଘଟଣାରେ ବସ୍‌ ମାଲିକଙ୍କୁ ଏମ୍‌ଭିଆଇ ଆକ୍ଟରେ  ଗିରଫ କରାଯାଇ ନାହିଁ। ଏ ନେଇ ଗୃହ ବିଭାଗ ସହ ଆଲୋଚନା କରାଯିବ। ଯାହା ପଦକ୍ଷେପ ନେବା କଥା ଗୃହ ବିଭାଗ ନେବ।”

ବସ୍‌ ମାଲିକମାନେ ଦେଇ ଥିବା ଆନ୍ଦୋଳନ ଡାକରାକୁ ଟ୍ରକ୍‌ ମାଲିକ ସଂଘ ସମର୍ଥନ ଜଣାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story