ଏଟିଏମ ଲୁଟ୍‌ର ପର୍ଦ୍ଦାଫାସ

ଭୁବନେଶ୍ୱର:ଏଟିଏମ ଲୁଟର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ । ଅଜୟ ଚୌଧୁରୀ ନାମକ ଜଣେ ଲୁଟେରାକୁ ଉତ୍ତରାଖଣ୍ଡରୁ ଧରିବା ପରେ ଏଟିଏମ୍‌ ଲୁଟର ପର୍ଦ୍ଦାଫାସ ହୋଇଛି । ଅଭିଯୁକ୍ତ ଠାରୁ ଗୋଟିଏ ବ୍ୟାଙ୍କ ଲକର୍‌ ସହ ଲ୍ୟାପଟପ,ହାର୍ଡଡିକ୍ସ୍‌ ଏବଂ ମୋବାଇଲ ଫୋନ୍‌ ଜବତ ହୋଇଛି । ନିଜ ଗ୍ୟାଙ୍ଗ ସହ ମିଶି ପ୍ରଥମେ ଏଟିଏମ୍‌ ସଫ୍ଟୱେୟାର ହ୍ୟାକ୍‌ କରୁଥିଲେ ପରେ ଆରମ୍ଭ ହେଉଥିଲା ଲୁଟର ଅପରେସନ । ଏହି ସମୟରେ ଲୁଟେରା ମାନେ ମୋବାଇଲ ବ୍ୟବହାର କରୁନଥିବା […]

dgp-odisha

dgp-odisha

Rakesh Mallick
  • Published: Sunday, 26 March 2017
  • Updated: 26 March 2017, 10:52 PM IST

Sports

Latest News

ଭୁବନେଶ୍ୱର:ଏଟିଏମ ଲୁଟର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ । ଅଜୟ ଚୌଧୁରୀ ନାମକ ଜଣେ ଲୁଟେରାକୁ ଉତ୍ତରାଖଣ୍ଡରୁ ଧରିବା ପରେ ଏଟିଏମ୍‌ ଲୁଟର ପର୍ଦ୍ଦାଫାସ ହୋଇଛି । ଅଭିଯୁକ୍ତ ଠାରୁ ଗୋଟିଏ ବ୍ୟାଙ୍କ ଲକର୍‌ ସହ ଲ୍ୟାପଟପ,ହାର୍ଡଡିକ୍ସ୍‌ ଏବଂ ମୋବାଇଲ ଫୋନ୍‌ ଜବତ ହୋଇଛି । ନିଜ ଗ୍ୟାଙ୍ଗ ସହ ମିଶି ପ୍ରଥମେ ଏଟିଏମ୍‌ ସଫ୍ଟୱେୟାର ହ୍ୟାକ୍‌ କରୁଥିଲେ ପରେ ଆରମ୍ଭ ହେଉଥିଲା ଲୁଟର ଅପରେସନ । ଏହି ସମୟରେ ଲୁଟେରା ମାନେ ମୋବାଇଲ ବ୍ୟବହାର କରୁନଥିବା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ ଡିଜି କେ.ବି ସିଂହ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos