ଶ୍ୱଶୁର ଓ ବୋହୂଙ୍କୁ ଭୁଜାଲିରେ ଆକ୍ରମଣ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଶ୍ୱଶୁର ଓ ବୋହୂକୁ ଗାଁ ଲୋକେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଧାମନଗର ବିଜ୍ଞାପିତ ଅଞ୍ଚଳର ହରିଜନ ସାହିରେ । ଆହତ ମଦନ ମଲ୍ଲିକ ଓ ତାଙ୍କ ବୋହୂଙ୍କୁ ଧାମନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭଦ୍ରକ ମେଡିକାଲକୁ ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ମଦନ ଘରେ ଖାଉଥିବା ବେଳେ ତାଙ୍କୁ […]

Tapaswini Nayak
  • Published: Wednesday, 23 September 2020
  • Updated: 23 September 2020, 02:33 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଶ୍ୱଶୁର ଓ ବୋହୂକୁ ଗାଁ ଲୋକେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଧାମନଗର ବିଜ୍ଞାପିତ ଅଞ୍ଚଳର ହରିଜନ ସାହିରେ । ଆହତ ମଦନ ମଲ୍ଲିକ ଓ ତାଙ୍କ ବୋହୂଙ୍କୁ ଧାମନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭଦ୍ରକ ମେଡିକାଲକୁ ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ମଦନ ଘରେ ଖାଉଥିବା ବେଳେ ତାଙ୍କୁ ଗାଁର ୪ରୁ ପାଞ୍ଚ ଜଣ ବ୍ୟକ୍ତି ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ବୋହୂ ଅଟକାଇବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ଉଭୟ ଶ୍ୱଶୁର ଓ ବୋହୂ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ଧାମନଗର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story