ଜଗା ଦର୍ଶନ କରି ଫେରିଲା ବେଳେ ପର୍ଯ୍ୟଟକଙ୍କୁ ଆକ୍ରମଣ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରକୁ ଜଗା ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କୁ ଦାଦାବଟି  ନ ଦେବାରୁ ଆକ୍ରମଣ କରାଯାଇଥିବା ପର୍ଯ୍ୟଟକମାନେ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା  ଦୁଇ ପର୍ଯ୍ୟଟକ ହେଲେ କୁଲୁ ଦାସ ଓ ଜଗୁ ରେଡ୍ଡି। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାଯାଇଛି। ଅଭିଯୋଗ ଅନୁସାରେ, କୁଲୁ ଜଗୁ  ଓ ତାଙ୍କ ସାଙ୍ଗମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ। ଏହି […]

Puri

Puri

Tapaswini Nayak
  • Published: Saturday, 11 December 2021
  • Updated: 11 December 2021, 09:19 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରକୁ ଜଗା ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କୁ ଦାଦାବଟି  ନ ଦେବାରୁ ଆକ୍ରମଣ କରାଯାଇଥିବା ପର୍ଯ୍ୟଟକମାନେ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା  ଦୁଇ ପର୍ଯ୍ୟଟକ ହେଲେ କୁଲୁ ଦାସ ଓ ଜଗୁ ରେଡ୍ଡି। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାଯାଇଛି।

ଅଭିଯୋଗ ଅନୁସାରେ, କୁଲୁ ଜଗୁ  ଓ ତାଙ୍କ ସାଙ୍ଗମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ନରେନ୍ଦ୍ର କୋଣ ଠାରେ କିଛି ଦୁର୍ବତ୍ତ ତାଙ୍କ ଗାଡ଼ିକୁ ଅଟକାଇବା ସହ ଦାଦାବଟି ମାଗିଥିଲେ। ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରି ଦେଖାଇ ଭୟଭୀତ କରାଇବା ସହ ମାଡ ମାରି ଫେରାର ହୋଇଯାଇଥିଲେ। ଏନେଇ ସେମାନେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।  ପୁଲିସ ଘଟଣାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିଥିବା ସୂଚନା ମିଳିନାହିଁ।

ଆହତ ପର୍ଯ୍ୟଟକ କହିଛନ୍ତି, ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲୁ।ଜଗା ଦର୍ଶନ କରି ଫେରିଲା ବେଳକୁ  ଦୁର୍ବୃତ୍ତମାନେ ରାସ୍ତା  ଉପରେ ଗାଡିକୁ ଅଟକାଇଥିଲେ। ତା’ପରେ ଗାଳିଗୁଲଜ କରିବା ସହ ଦୁର୍ବୃତ୍ତମାନେ ମୋତେ ଓ ଭାଇକୁ ଗାଡି ଭିତରୁ ଟାଣି ଆଣି ମାଡ଼ ମାରିଥିଲେ।ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story