ଆଠଗଡ଼: ପାଣି ପାଇଁ ରାସ୍ତାରୋକ

ଆଠଗଡ଼:  ଉତ୍କଟ ଜଳ ସମସ୍ୟା ନେଇ ଆଜି  କଟକ ଜିଲ୍ଲା ଆଠଗଡ଼ ବ୍ଲକ  ଓରନ୍ଦା ଛକରେ  ଏନ୍‌ଏଚ୍-୫୫ କୁ ସ୍ଥାନୀୟ ଲୋକ ଅବରୋଧ କରିଥିଲେ। ରାସ୍ତା ଅବରୋଧ  ଯୋଗୁଁ  ଶହଶହ ଗାଡ଼ି ମଟର ରାସ୍ତାର ଉଭୟ ପାର୍ଶ୍ୱରେ  ଅଟକି ରହିଥିଲା। ପାନୀୟ ଜଳ ଯୋଗାଣ ନେଇ ସ୍ଥାନୀୟ ଲୋକେ ଦୀର୍ଘ ଦିନ ଧରି ପ୍ରଶାସନ ନିକଟରେ  ଅଭିଯୋଗ କରିଥିଲେ।  ତେବେ ଏଥିରେ କୌଣସି ସୁଫଳ ମିଳି ନ ଥିଲା।  ଶେଷରେ ସେମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ […]

attgrah

attgrah

Rakesh Mallick
  • Published: Friday, 06 May 2016
  • Updated: 06 May 2016, 08:54 AM IST

Sports

Latest News

ଆଠଗଡ଼:  ଉତ୍କଟ ଜଳ ସମସ୍ୟା ନେଇ ଆଜି  କଟକ ଜିଲ୍ଲା ଆଠଗଡ଼ ବ୍ଲକ  ଓରନ୍ଦା ଛକରେ  ଏନ୍‌ଏଚ୍-୫୫ କୁ ସ୍ଥାନୀୟ ଲୋକ ଅବରୋଧ କରିଥିଲେ। ରାସ୍ତା ଅବରୋଧ  ଯୋଗୁଁ  ଶହଶହ ଗାଡ଼ି ମଟର ରାସ୍ତାର ଉଭୟ ପାର୍ଶ୍ୱରେ  ଅଟକି ରହିଥିଲା। ପାନୀୟ ଜଳ ଯୋଗାଣ ନେଇ ସ୍ଥାନୀୟ ଲୋକେ ଦୀର୍ଘ ଦିନ ଧରି ପ୍ରଶାସନ ନିକଟରେ  ଅଭିଯୋଗ କରିଥିଲେ।  ତେବେ ଏଥିରେ କୌଣସି ସୁଫଳ ମିଳି ନ ଥିଲା।  ଶେଷରେ ସେମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos