ଅନୁଗୋଳ: ଜିନ୍ଦଲ ଦ୍ୱାରା କ୍ଷତିଗ୍ରସ୍ତ ଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ଅନୁଗୋଳ: ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଦ୍ୱାରା କ୍ଷତିଗ୍ରସ୍ତ ଯୁବକଙ୍କୁ ସ୍ଥାୟ ନିଯୁକ୍ତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେଏସପିଲ୍  ଆପ୍ରିଏଣ୍ଟିକ୍ସ ଆଣ୍ଡ ଟ୍ରେନିଜ ଆକ୍ସନ କମିଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜେଏସପିସି ଦ୍ୱାରା କ୍ଷତିଗ୍ରସ୍ତ ଯୁବକ ଯୁବତୀଙ୍କୁ ଶୀଘ୍ର ସ୍ଥାୟୀ ନିଯୁକ୍ତି ପ୍ରଦାନ, ପ୍ୟାନେଲ ତାଲିକାଭୁକ୍ତ ଅସ୍ଥାୟୀ ଯୁବକ ଯୁବତୀଙ୍କୁ ଅବିଳମ୍ୱେ ସ୍ଥାୟୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବା, ସ୍ଥାୟୀ ନିଯୁକ୍ତି […]

anugul

anugul

Rakesh Mallick
  • Published: Monday, 09 November 2015
  • Updated: 09 November 2015, 01:01 PM IST

ଅନୁଗୋଳ: ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଦ୍ୱାରା କ୍ଷତିଗ୍ରସ୍ତ ଯୁବକଙ୍କୁ ସ୍ଥାୟ ନିଯୁକ୍ତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେଏସପିଲ୍  ଆପ୍ରିଏଣ୍ଟିକ୍ସ ଆଣ୍ଡ ଟ୍ରେନିଜ ଆକ୍ସନ କମିଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜେଏସପିସି ଦ୍ୱାରା କ୍ଷତିଗ୍ରସ୍ତ ଯୁବକ ଯୁବତୀଙ୍କୁ ଶୀଘ୍ର ସ୍ଥାୟୀ ନିଯୁକ୍ତି ପ୍ରଦାନ, ପ୍ୟାନେଲ ତାଲିକାଭୁକ୍ତ ଅସ୍ଥାୟୀ ଯୁବକ ଯୁବତୀଙ୍କୁ ଅବିଳମ୍ୱେ ସ୍ଥାୟୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବା, ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ କାର୍ଯ୍ୟରତ ଆଇଟିଆଇ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ଷ୍ଟାଇପେଣ୍ଡ ବୃଦ୍ଧି କରିବା, କ୍ଷତିଗ୍ରସ୍ତ ଆଇଟିଆଇ ଓ ଡିପ୍ଲମା, ଇଂଜିନିୟରିଂ ଶିକ୍ଷାପ୍ରାପ୍ତ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଜେଏସପିଏଲରେ ଆପ୍ରେଣ୍ଟିକ୍ସ ପ୍ରଦାନ କରି ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଶୀଘ୍ର ଜିଲ୍ଲା ପ୍ରଶାସନ କମ୍ପାନୀ ଓ କ୍ଷତିଗ୍ରସ୍ତ ଯୁବକ ଯୁବତୀଙ୍କୁ ଡକାଇ ଏକ ତ୍ରିପାକ୍ଷିକ ବୈଠକ ଜରିଆରେ ସମସ୍ୟାର ସମାଧାନ କରିବାକୁ ଦାବି କରାଯାଇଛି। ଜେଏସପିଏଲ୍ ଆପ୍ରେଣ୍ଟିକ୍ସ ଆଣ୍ଡ ଟ୍ରେନିଜ ଆକ୍ସନ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story