ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ସଚେତନତା ବାର୍ତ୍ତା

ପୁରୀ: ରଥଯାତ୍ରାରେ କେବଳ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଆସୁନାହାନ୍ତି। ବହୁ ଶ୍ରଦ୍ଧାଳୁ ବିଭିନ୍ନ ଢଙ୍ଗରେ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରୁଛନ୍ତି। ଜଣେ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଗଛ ଲଗାଇବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।