ବି-ଟେକ୍ ଆଡ୍‌ମିଶନ କାଉନସେଲିଂ ଫି ମାମଲା : ମୁଣ୍ଡ ନୁଆଇଁଲେ ସରକାର

ଭୁବନେଶ୍ୱର: ଶେଷରେ ମୁଣ୍ଡ ନୁଆଁଇଲେ ସରକାର ।  ବି-ଟେକ୍ ଆଡମିଶନ କ୍ଷେତ୍ରରେ କାଉନସେଲିଂ ଫି କମାଇଲେ ରାଜ୍ୟ ସରକାର। ଏଣିକି କାଉନସେଲିଂ ବେଳେ ସାଧାରଣ ବର୍ଗ ପିଲା ୧୦ ହଜାର ଟଙ୍କା ନୋଡାଲ ସେଣ୍ଟରରେ ଦାଖଲ କରିବେ। ସେହିପରି ଏସସି, ଏସଟି ଏବଂ ଶାରୀରିକ ଭିନ୍ନକ୍ଷମ ପିଲାଙ୍କ ପାଇଁ କାଉନସେଲିଂ ଫି ରହିଛି ୫ ହଜାର ଟଙ୍କା ।  ଚଳିତ ବର୍ଷ ନୂଆ ଫର୍ମାଟ ଅନୁସାରେ ସମସ୍ତ ପିଲାଙ୍କ ପାଇଁ କାଉନସେିଲଂ ଫି ୨୫ ହଜାର ଟଙ୍କା […]

college-1

college-1

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 08:47 PM IST

Sports

Latest News

ଭୁବନେଶ୍ୱର: ଶେଷରେ ମୁଣ୍ଡ ନୁଆଁଇଲେ ସରକାର ।  ବି-ଟେକ୍ ଆଡମିଶନ କ୍ଷେତ୍ରରେ କାଉନସେଲିଂ ଫି କମାଇଲେ ରାଜ୍ୟ ସରକାର। ଏଣିକି କାଉନସେଲିଂ ବେଳେ ସାଧାରଣ ବର୍ଗ ପିଲା ୧୦ ହଜାର ଟଙ୍କା ନୋଡାଲ ସେଣ୍ଟରରେ ଦାଖଲ କରିବେ। ସେହିପରି ଏସସି, ଏସଟି ଏବଂ ଶାରୀରିକ ଭିନ୍ନକ୍ଷମ ପିଲାଙ୍କ ପାଇଁ କାଉନସେଲିଂ ଫି ରହିଛି ୫ ହଜାର ଟଙ୍କା ।  ଚଳିତ ବର୍ଷ ନୂଆ ଫର୍ମାଟ ଅନୁସାରେ ସମସ୍ତ ପିଲାଙ୍କ ପାଇଁ କାଉନସେିଲଂ ଫି ୨୫ ହଜାର ଟଙ୍କା ଦେବାକୁ ହେବ ବୋଲି ସରକାର ନିୟମ କରିଥିଲେ। ତେବେ ଏହାକୁ ବିରୋଧ କରିଥିଲା ଓଡିଶା ଘରୋଇ ଇଂଜିନିୟିରଂ କଲେଜ ସଂଘ-ଓପେକା।  ଓପେକା ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos