ବୌଦ୍ଧ: ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାକୁ ନେଇ ଉତ୍ତେଜନା

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବାଘନଦୀ ନିକଟରେ ଆଜି ସକାଳେ ଏକ ଇଣ୍ଡିକୋ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ମହିଳା ଆହତ ହୋଇଥିଲେ । ତାଙ୍କୁ ଭାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେତେ ବେଳେ ଡାକ୍ତରଖାନାରେ କେହି ଡାକ୍ତର ନ ଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ବନ୍ଦ କରିବା ସହ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । […]

badha

badha

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 07:43 AM IST

Sports

Latest News

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବାଘନଦୀ ନିକଟରେ ଆଜି ସକାଳେ ଏକ ଇଣ୍ଡିକୋ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ମହିଳା ଆହତ ହୋଇଥିଲେ । ତାଙ୍କୁ ଭାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେତେ ବେଳେ ଡାକ୍ତରଖାନାରେ କେହି ଡାକ୍ତର ନ ଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ବନ୍ଦ କରିବା ସହ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏପରି କି ଉତ୍ତ୍ୟକ୍ତ ଲୋକେ ଆଖପାଖରେ ଥିବା ଔଷଧ ଦୋକାନଗୁଡିକୁ ମଧ୍ୟ ବନ୍ଦ କରିଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଏକ ଇଣ୍ଡିକୋ ଓ ବାଇକ ବାଘନଦୀ ନିକଟରେ ମୁହାଁମୁହିଁ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ତେବେ ଇଣ୍ଡିକୋ ଚାଳକ ଭାରସାମ୍ୟ ହରାଇ ଗାଡିକୁ ରାସ୍ତାକଡରେ ଥିବା ଲୁହା ପାଚେରିରେ ପିଟି ହୋଇଯାଇଥିଲା । ଫଳରେ ଇଣ୍ଡିକୋରେ ଥିବା ସ୍ନେହଲତା କହଁର ନାମ୍ନୀ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ବଡିକନପା ଗ୍ରାମର ବୋଲି ଜଣାପଡିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story