ବହି ଯୋଗାଇବାରେ ପଛେଇଲେ; ଗତବର୍ଷ ଦେଇଥିଲେ ୫୦%, ଏବର୍ଷ ୪୨.୫%  

ଭୁବନେଶ୍ୱର: ସମସ୍ତେ ପଢିବେ, ସମସ୍ତେ ବଢିବେ। ଏପରି ସ୍ଲୋଗାନ ଦେଉଛନ୍ତି ରାଜ୍ୟ ସରକାର ସର୍ବଶିକ୍ଷା ଅଭିଯାନ ଜରିଆରେ। ହେଲେ ପଢିବା ପାଇଁ ପ୍ରଥମ ଆବଶ୍ୟକତା ‘ବହି’ ଯୋଗାଇ ପାରୁନାହାନ୍ତି ସରକାର। ଗତବର୍ଷ ତୁଳନାରେ ଚଳିତବର୍ଷ ୭.୫୦ ପ୍ରତିଶତ ବହି କମ ଯୋଗାଣ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ବହି ଯୋଗାଣ ନେଇ ଆଜି ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରେ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଯୋଗ ଦେଇ କହିଥିଲେ,“ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ […]

debi-mishra (2)

debi-mishra (2)

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 08:31 PM IST

Sports

Latest News

ଭୁବନେଶ୍ୱର: ସମସ୍ତେ ପଢିବେ, ସମସ୍ତେ ବଢିବେ। ଏପରି ସ୍ଲୋଗାନ ଦେଉଛନ୍ତି ରାଜ୍ୟ ସରକାର ସର୍ବଶିକ୍ଷା ଅଭିଯାନ ଜରିଆରେ। ହେଲେ ପଢିବା ପାଇଁ ପ୍ରଥମ ଆବଶ୍ୟକତା ‘ବହି’ ଯୋଗାଇ ପାରୁନାହାନ୍ତି ସରକାର। ଗତବର୍ଷ ତୁଳନାରେ ଚଳିତବର୍ଷ ୭.୫୦ ପ୍ରତିଶତ ବହି କମ ଯୋଗାଣ ହୋଇଛି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ବହି ଯୋଗାଣ ନେଇ ଆଜି ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରେ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଯୋଗ ଦେଇ କହିଥିଲେ,“ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକୁ ୨ କୋଟି ୭୮ ଲକ୍ଷ ପୁସ୍ତକ ଯୋଗାଇ ଦିଅନ୍ତି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୪୨.୫ ପ୍ରତିଶତ ବହି ଯୋଗାଣ ସରିଛି। ପୁରୀ ଜିଲ୍ଲାକୁ ସର୍ବାଧିକ ୬୦ ପ୍ରତିଶତ ବହି ଯୋଗାଇ ଦିଆଯାଇଛି। ଅନ୍ୟ ଜିଲ୍ଲା ଗୁଡ଼ିକୁ ୫୦%  ବହି ଦିଆଯାଇଛି। ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ୍‌ ବହି ଯୋଗାଣ ହୋଇଛି। ଗତବର୍ଷ ଏହି ସମୟରେ ୫୦.୩ ପ୍ରତିଶତ ବହି ଯୋଗାଣ ହୋଇଥିଲା। ପ୍ରିଣ୍ଟି ଓ ବାଇଣ୍ଡିଂ ଦାୟିତ୍ୱରେ ଥିବା ସଂସ୍ଥା ଗୁଡ଼ିକ ପାଇଁ ଏପରି ସମସ୍ୟା ସୃଷ୍ଟି ହୋଇଥିଲା। ସେ ସମସ୍ୟା ଦୂର ହୋଇଛି।”

ସେ କହିଥିଲେ,“ବହି ପ୍ରିଣ୍ଟଂ ବିଳମ୍ୱ ଯୋଗୁଁ ଏପରି ଅସୁବିଧା ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ପବ୍ଲିକେସନ୍‌ ସଂସ୍ଥା ପ୍ରିଣ୍ଟିଂ ସାରିଲେଣି। ଗୋଟିଏ ସଂସ୍ଥାକୁ ବ୍ଲାକ୍‌ ଲିଷ୍ଟେଡ୍‌ କରାଯାଇଛି। ଗ୍ରୀଷ୍ମ ଛୁଟି ଓ ସ୍କୁଲ ଖୋଲିବା ପରେ ସମସ୍ତ ସ୍କୁଲକୁ ବହି ଯୋଗାଇ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story