ବୈଜୟନ୍ତ-ପ୍ରମିଳା କଥା କଟାକଟି: କିଏ କ’ଣ କହିଲେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଚ୍ୟାଲେଞ୍ଜ। ବୈଜୟନ୍ତ ଯଦି ଏତେ ବଡ଼ ନେତା, ତାହେଲେ ସାଂସଦ ପଦରୁ ଇସ୍ତଫା ଦେଇ ନିର୍ବାଚନ ଲଢ଼ି ଦେଖାନ୍ତୁ ବୋଲି ଆହ୍ୱାନ ଦେଇଥିଲେ ପ୍ରମିଳା। ବୈଜୟନ୍ତଙ୍କ ନିଲମ୍ୱନ ପ୍ରସଙ୍ଗରେ ଗଣମାଧ୍ୟମକୁ ସେ ଏପରି କହିଥିଲେ। ଏଥିସହ ବୈଜୟନ୍ତ ନିର୍ବାଚନ କମିଶନଙ୍କ ନିକଟରେ ଭୁଲ୍‌ ତଥ୍ୟ ଦେଇଥିବା କଥା ମଧ୍ୟ କହିଥିଲେ ପ୍ରମିଳା। ପ୍ରମିଳାଙ୍କ ଏପରି ମନ୍ତବ୍ୟରେ କଡ଼ା ଜବାଦ ଦେଇଛନ୍ତି ସାଂସଦ ବୈଜୟନ୍ତ […]

baijayant panda criticized pramila

baijayant panda criticized pramila

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 08:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଚ୍ୟାଲେଞ୍ଜ। ବୈଜୟନ୍ତ ଯଦି ଏତେ ବଡ଼ ନେତା, ତାହେଲେ ସାଂସଦ ପଦରୁ ଇସ୍ତଫା ଦେଇ ନିର୍ବାଚନ ଲଢ଼ି ଦେଖାନ୍ତୁ ବୋଲି ଆହ୍ୱାନ ଦେଇଥିଲେ ପ୍ରମିଳା। ବୈଜୟନ୍ତଙ୍କ ନିଲମ୍ୱନ ପ୍ରସଙ୍ଗରେ ଗଣମାଧ୍ୟମକୁ ସେ ଏପରି କହିଥିଲେ। ଏଥିସହ ବୈଜୟନ୍ତ ନିର୍ବାଚନ କମିଶନଙ୍କ ନିକଟରେ ଭୁଲ୍‌ ତଥ୍ୟ ଦେଇଥିବା କଥା ମଧ୍ୟ କହିଥିଲେ ପ୍ରମିଳା।

ପ୍ରମିଳାଙ୍କ ଏପରି ମନ୍ତବ୍ୟରେ କଡ଼ା ଜବାଦ ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍ କରି କହିଛନ୍ତି-“ରାଜ୍ୟ ସରକାର ପ୍ରମିଳାଙ୍କୁ ଚିଟ୍‌ଫଣ୍ଡ ଓ କୁନ୍ଦୁଲି ଘଟଣାର ତଦନ୍ତ ଦାୟିତ୍ୱ ଦେଲେ ଭଲ ହେବ। ତାଙ୍କର ୩ ଦିନରେ ରିପୋର୍ଟ ଦେବା ଓ ଦୋଷୀଙ୍କୁ ଖୋଜିବାରେ ରେକର୍ଡ ଅଛି। ଏପରି ହେଲେ ଓଡ଼ିଶା ପାଇଁ ଲାଭବାନ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story