ଓଟିଭି ଲୋଗୋ ଥିବା ନକଲି ଭିଡିଓ ଭାଇରାଲ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ଲୋଗୋ ଥିବା ନକଲି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଟୁଇଟ୍ କରି ବୈଜୟନ୍ତ କହିଛନ୍ତି,ଏହା କେବଳ ନକଲି ଖବର ନୁହେଁ,ପାଟକୁରା ନିର୍ବାଚନ ପୂର୍ବରୁ ମତଦାତାଙ୍କ ଉପରେ ପ୍ରଭାବ ପକାଇବା ଉଦ୍ଦେଶ୍ୟରେ ଏକ ଅପରାଧିକ ଷଡ଼ଯନ୍ତ୍ର। ସେ ଆହୁରି ଉଲ୍ଲେଖ କରିଛନ୍ତି, ବିଜୟ ମହାପାତ୍ରଙ୍କୁ ମୁଁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ତାଙ୍କ ପାଇଁ କ୍ୟାମ୍ପେନିଂ କରିଥିବା ସମସ୍ତେ ଜାଣିଛନ୍ତି। […]

BAIJAYANTPANDA..........999999999999999-1

BAIJAYANTPANDA..........999999999999999-1

Tapaswini Nayak
  • Published: Saturday, 20 July 2019
  • Updated: 20 July 2019, 08:31 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ଲୋଗୋ ଥିବା ନକଲି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଟୁଇଟ୍ କରି ବୈଜୟନ୍ତ କହିଛନ୍ତି,ଏହା କେବଳ ନକଲି ଖବର ନୁହେଁ,ପାଟକୁରା ନିର୍ବାଚନ ପୂର୍ବରୁ ମତଦାତାଙ୍କ ଉପରେ ପ୍ରଭାବ ପକାଇବା ଉଦ୍ଦେଶ୍ୟରେ ଏକ ଅପରାଧିକ ଷଡ଼ଯନ୍ତ୍ର।
ସେ ଆହୁରି ଉଲ୍ଲେଖ କରିଛନ୍ତି, ବିଜୟ ମହାପାତ୍ରଙ୍କୁ ମୁଁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ତାଙ୍କ ପାଇଁ କ୍ୟାମ୍ପେନିଂ କରିଥିବା ସମସ୍ତେ ଜାଣିଛନ୍ତି। ଏଥିସହ ଓଡ଼ିଶା ବିଧାନସଭାରେ ବିଜୟ ମହାପାତ୍ରଙ୍କ ପରି ରାଜନେତାଙ୍କ ଆବଶ୍ୟକତା ଥିବା ସେ ଟୁଇଟରେ ଉଲ୍ଲେଖ କରିଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos