କର୍କଟ ରୋଗରେ ପୀଡ଼ିତ ବୈଷ୍ଣବ ପରିଡ଼ାଙ୍କୁ ଭେଟିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଷ୍ଣବଙ୍କୁ ତାଙ୍କ ବାସଭବନ ଯାଇ ସେ ଭେଟିଛନ୍ତି। ଏହାପରେ ସେ ଏକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି,“ ଶ୍ରୀ ପରିଡ଼ା ଗତ କିଛି ସପ୍ତାହ ଧରି କେମୋ ଥେରାପି ନେଉଛନ୍ତି। ଓଡ଼ିଆ ଭାଷାର ଏହି ବିନ୍ଧାଣୀଙ୍କୁ ରାଜନୀତି, କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ବହୁ […]

BJD

BJD

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 09:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଷ୍ଣବଙ୍କୁ ତାଙ୍କ ବାସଭବନ ଯାଇ ସେ ଭେଟିଛନ୍ତି। ଏହାପରେ ସେ ଏକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି,“ ଶ୍ରୀ ପରିଡ଼ା ଗତ କିଛି ସପ୍ତାହ ଧରି କେମୋ ଥେରାପି ନେଉଛନ୍ତି। ଓଡ଼ିଆ ଭାଷାର ଏହି ବିନ୍ଧାଣୀଙ୍କୁ ରାଜନୀତି, କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଭେଟୁଥିବା ବେଳେ ତାଙ୍କ ନିଜ ଦଳ ବିଜେଡିରୁ କିନ୍ତୁ କେହି ହେଲେ ଭେଟି ନାହାନ୍ତି।”

ଏନେଇ ବୈଷ୍ଣବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ଆଶା କାହିଁ କରିବି ହତାଶ କାହିଁ ହେବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story